ETV Bharat / state

ତରଭାରେ ଗୁଳିମାଡ଼, ଜଣେ ଆହତ

author img

By

Published : Jun 8, 2020, 12:19 PM IST

ତରଭାରେ ଗୁଳିମାଡ଼ ଜଣେ ଆହତ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ .....

one man injured in firing in subarnapur
ତରଭାରେ ଗୁଳିମାଡ଼ ଜଣେ ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ତରଭା ଥାନା ବ୍ରାହ୍ମଣୀ ପାଖ ଭୁରାଡ଼ ଗାଁର ଶାନ୍ତନୁ ରାଉତଙ୍କ ଉପରେ ଗୁଳିମାଡ଼ ହୋଇଛି । ସୋମବାର ସକାଳେ ଶାନ୍ତନୁ ଏକ ମୋଟର ସାଇକେଲ ଯୋଗେ ବଡ଼ ଭଉଣୀ ଘରକୁ ଯାଉଥିଲେ । ଚୁଡାଖାଇ ଜଙ୍ଗଲ ନିକଟରେ ଦୁର୍ବୃତ୍ତମାନେ ଜଙ୍ଗଲରେ ଛପି ରହି ଶାନ୍ତନୁଙ୍କ ଉପରକୁ ଗୁଳି ଚଳାଇଥିଲେ।

ତରଭାରେ ଗୁଳିମାଡ଼ ଜଣେ ଆହତ

ତେବେ ଶାନ୍ତନୁଙ୍କ ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଶାନ୍ତନୁଙ୍କୁ ତରଭା ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ କେଉଁ କାରଣରୁ ଗୁଳି ମାଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.