ETV Bharat / state

ହାଇୱେରେ ଗଞ୍ଜେଇ ଭର୍ତ୍ତି ଗାଡି ଛାଡି ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଶନିବାର ଜବତ କରିଛି ଏକ ଗଞ୍ଜେଇ ବୋଝେଇ ଗାଡି ।

author img

By

Published : Jan 25, 2020, 11:40 PM IST

subarnapur latest new, ganza seized from subarnapur, ganza sezed, ଗଞ୍ଜେଇ ଜବତ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ଗଞ୍ଜେଇ ଜବତ
ସୁବର୍ଣ୍ଣପୁରରେ 1 କ୍ବିଣ୍ଟଲ 35 କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଶନିବାର ଜବତ କରିଛି ଏକ ଗଞ୍ଜେଇ ବୋଝେଇ ଗାଡି । ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଛେପାପାଲି ଗାଁ ପାଖରେ ଏକ ଚାରି ଚକିଆ ଗାଡି ଥିବା ପୋଲିସ ଖବର ପାଇଥିଲା। ଘଟଣାସ୍ଥଳକୁ ଯାଇ ଗାଡି ତଲାସି କରିବାରେ ଗାଡିରୁ 4 ବସ୍ତା ଗଞ୍ଜେଇ ପାଇଥିଲା ପୋଲିସ ।

ସୁବର୍ଣ୍ଣପୁରରେ 1 କ୍ବିଣ୍ଟଲ 35 କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଜବତ ହୋଇଥିବା 1 କ୍ବିଣ୍ଟାଲ 35 କେଜି ଗଞ୍ଜେଇ ଯାହାର ଆନୁମାନିକ ମୁଲ୍ୟ 7 ଲକ୍ଷ ହେବ ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ବୌଦ୍ଧରୁ ସୁବର୍ଣ୍ଣପୁର ଦେଇ ଛତିଶଗଡ଼ ଅଞ୍ଚଳକୁ ଯାଉଥିଲା ବୋଲି ପୋଲିସ ଅନୁମାନ କରୁଛି । ଏହି ଗଞ୍ଜେଇ କାରବାର ସମ୍ପର୍କରେ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇ ନାହିଁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଆଜି ଏକ ଗଂଜେଇ ବୋଝେଇ ଗାଡିକୁ ଜବତ କରିଛି।ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଛେପାପାଲି ଗାଁ ପାଖରେ ଏକ ଚାରି ଚକିଆ ଗାଡି ଛିଡା ହୋଇଥିବା ପୋଲିସ ଖବର ପାଇଥିଲା।ଘଟଣାସ୍ଥଳକୁ ଯାଇ ଗାଡି ତଲାସୀ କରିବାରେ ଗାଡ଼ିରୁ 4 ବସ୍ତା ଗଞ୍ଜେଇ ପାଇଥିଲା।1 କୁଇଣ୍ଟାଲ 35 କେଜି ଗଞ୍ଜେଇ ଯାହାର ଆନୁମାନିକ ମୁଲ୍ୟ 7 ଲକ୍ଷ ହେବ ବୋଲି ପୋଲିସ କହିଛି।ଏହି ଗଞ୍ଜେଇ ବୌଦ୍ଧରୁ ସୁବର୍ଣ୍ଣପୁର ଦେଇ ଛତିଶଗଡ଼ ଅଞ୍ଚଳକୁ ଯାଉଥିଲା ବୋଲି ପୋଲିସ ଅନୁମାନ କରୁଛି।ଏହି ଗଞ୍ଜେଇ କାରବାର ସମ୍ପର୍କରେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇ ନାହିଁ।

Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।

Conclusion:Edited visual with voice over.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.