ETV Bharat / state

ମୋବାଇଲ ଚୋରି ମାମଲା: ଗିରଫ ହେଲା ଅଭିଯୁକ୍ତ - ଦ୍ମଲୋଚନ ପାଢୀ ଗିରଫ ନ୍ୟୁଜ

ମୋବାଇଲ ଚୋରି କରୁଥିବା ଅଭିଯୁକ୍ତକୁ ଗିରଫ କଲା ବିରମହାରାଜପୁର ପୋଲିସ । ମୋବାଇଲ ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ମୋବାଇଲ ଚୋରି ମାମଲା: ଗିରଫ ହେଲା ଅଭିଯୁକ୍ତ
ମୋବାଇଲ ଚୋରି ମାମଲା: ଗିରଫ ହେଲା ଅଭିଯୁକ୍ତ
author img

By

Published : Apr 1, 2021, 7:42 AM IST

ସୁବର୍ଣ୍ଣପୁର: ଜିଲ୍ଲା ବିରମହାରାଜପୁର ଥାନା ଅଧିନସ୍ଥ ଝାରକୁମୁଣ୍ଡା ଗାଁର ପଦ୍ମନାଭ ଗୁଦୁରୀଆଙ୍କ ଘରୁ ମୋବାଇଲ ଚୋରୀ ଘଟଣାରେ ପୋଲିସ ଅଭିଯୁକ୍ତ ପଦ୍ମଲୋଚନ ପାଢୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ 29 ତାରିଖରେ ପଦ୍ମାନାଭ ଗୁଦୁରିଆଙ୍କ ଘରୁ ତାଙ୍କ ମୋବାଇଲଟି ଚୋରି ହୋଇଥିଲା ।

ମୋବାଇଲ ଚୋରି ମାମଲା: ଗିରଫ ହେଲା ଅଭିଯୁକ୍ତ

ଏନେଇ ପଦ୍ମାନାଭ ଗୁଦୁରିଆ ବିରମହାରାଜପୁର ଥାନାରେ ୬୧/୨୧ରେ ଏକ ଲିଖିତ ଏତାଲା ଦାୟର କରିଥିଲେ। ପୁଣି ବୁଧବାର ରାତି ପ୍ରାୟ ୧୧ଟା ସମୟରେ ପଦ୍ମଲୋଚନ ଚୋରି ଉଦ୍ଦେଶ୍ୟରେ ଘରକୁ ପଶିଥିଲା । କୌଶଳ କ୍ରମେ ପରିବାର ଲୋକେ ଉକ୍ତ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।

ବିରମହାରାଜପୁର ପୋଲିସ ପଚରା ଉଚୁରା କରିବା ପରେ ପଦ୍ମଲୋଚନ ପାଖରୁ ଚୋରି ମୋବାଇଲଟି ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.