ETV Bharat / state

ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ମହଜୁଦ - school closed news

ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡିକୁ ଏପ୍ରିଲ,ମେ ଓ ଜୁନ ତିନି ମାସର ଚାଉଳ ପ୍ରଦାନ କରାଯାଉଛି । ଏ ନେଇ ଜିଲ୍ଲାର ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଅଧିକାରୀ କହିଛନ୍ତି ।ଅଧିକ ପଢନ୍ତୁ...

all-schools-in-the-district-of-subarnapur-have-lunch-supply
ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ମଧ୍ୟାନ୍ନ ଭୋଜନ ମହଜୁଦ
author img

By

Published : Apr 2, 2020, 9:04 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ବନ୍ଦ ରହିଛି । ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଛି ।

ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ମଧ୍ୟାନ୍ନ ଭୋଜନ ମହଜୁଦ

ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡିକୁ ଏପ୍ରିଲ,ମେ ଓ ଜୁନ ତିନି ମାସର ଚାଉଳ ପ୍ରଦାନ କରାଯାଉଛି । ଜିଲ୍ଲାରେ ପ୍ରାୟ ଆଠ ଶହରୁ ଅଧିକ ବିଦ୍ୟାଳୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଶହରୁ ଅଧିକ ବିଦ୍ୟାଳୟକୁ ଚାଉଳ ପହଞ୍ଚି ସାରିଥିବା ବେଳେ ପ୍ରାୟ 55 ପ୍ରତିଶତ ଚାଉଳ ବିଦ୍ୟାଳୟଗୁଡିକୁ ପହଞ୍ଚି ସାରିଛି । ଏ ନେଇ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଅଧିକାରୀ କହିଛନ୍ତି । ପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତି 9 କେଜି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତି 13 କେଜି 500 ଗ୍ରାମ ଚାଉଳ ଅଭିଭାବକମାନେ ବିଦ୍ୟାଳୟରୁ ଆସି ନେଉଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.