ETV Bharat / state

ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଉଦ୍ୟମ - Loot Cash From SBI ATM

ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଏଟିଏମ୍‌ ଲୁଟ୍ । ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ଏହାକୁ ଭାଙ୍ଗି ଲୁଟ୍ ପାଇଁ ଉଦ୍ୟମ କରିଛନ୍ତି ।

ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଉଦ୍ୟମ
author img

By

Published : Aug 30, 2019, 10:06 AM IST

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଏଟିଏମ୍‌ ଲୁଟ୍ । ବିଳମ୍ବିତ ରାତ୍ରୀରେ ଦୁର୍ବୁର୍ତ୍ତ ଏହାକୁ ଭାଙ୍ଗି ଦେଇଛନ୍ତି। ଟଙ୍କା ଲୁଟ୍‌ ଉଦ୍ଦେଶ୍ୟରେ ଷ୍ଟେଟ୍‌ ବ୍ୟାଙ୍କ କ୍ୟାମ୍ପସରେ ଥିବା ଏଟିଏମ୍‌କୁ ଭାଙ୍ଗିଥିଲେ ଦୁର୍ବୁର୍ତ୍ତ । ମାତ୍ର ଏଟିଏମରୁ ଟଙ୍କା ଚୋରି ହୋଇଛି ନା ନାହିଁ ତାହାର କୌଣସି ସୂଚନା ମିଳିନାହିଁ ।

ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଉଦ୍ୟମ

ସୂଚନାଅନୁସାରେ, ବୁଧବାର ସନ୍ଧ୍ୟାରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରା ଯାଇଥିଲା। ଯାହାପରେ ଏହାକୁ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ ଲୁଟେରା । ଏନେଇ ବୀରମହାରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏହି ଅଞ୍ଚଳରେ ଥିବା ଏକମାତ୍ର ଏଟିଏମର ସୁରକ୍ଷା ପାଇଁ ଅନେକ ଥର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇ ଥିଲେ ମଧ୍ୟ, ସେମାନେ ନୀରବ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଟଙ୍କା ଲୁଟ୍‌ ଉଦ୍ଦେଶ୍ୟରେ ଷ୍ଟେଟ୍‌ବ୍ୟାଙ୍କ କ୍ୟାମ୍ପସରେ ଥିବା ଏଟିଏମ୍‌କୁ ଭାଙ୍ଗିଛନ୍ତି। ମାତ୍ର ସେମାନେ ଟଙ୍କା ଚୋରି କରି ନେଇଛନ୍ତି ନା ନାହିଁ ଜଣାପଡ଼ିନାହିଁ। ବୁଧବାର ସନ୍ଧ୍ୟାରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲା। ଏନେଇ ବୀରମହାରାଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଏହି ଅଂଚଳରେ ଥିବା ଏକମାତ୍ର ଏଟିଏମ ସୁରକ୍ଷା ପାଇଁ ଅନେକବାର ବ୍ୟାଂକ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରାଯାଇ ଥିଲେ ହେଁ କର୍ତ୍ତୃପକ୍ଷ ନୀରବ ରହିଥିଲେ ବୋଲି ଅଭିଯୋଗ ହେଉଛି ।ବିଶେଷକରି ଗ୍ରାମାଞ୍ଚଳରେ ଥିବା ଏପରି ଏଟିଏମ ଉପରେ ଦୃବୁତ୍ତ ମାନେ ନଜର କରୁଛନ୍ତି।Body:ବେଙ୍କ ଲାଭଖୋର ହୋଇ ଏଟିଏମ ପାଇଁ ସୁରକ୍ଷା ବ୍ୟବସ୍ଥା କରୁ ନାହଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.