ETV Bharat / state

ଲକଡାଉନର ସଦୁପୋଯୋଗ, 8ଟି ପୁସ୍ତକ ଲେଖି ଚର୍ଚ୍ଚାରେ ଆଇନଜୀବୀ - lock down in subarnapur

ଲକଡାଉନ ଆଣିଲା ସୁଯୋଗ। ବର୍ଷକ ଭିତରେ ଭିନ୍ନ ଭିନ୍ନ ସ୍ବାଦର ପ୍ରାୟ ଆଠୋଟି ପୁସ୍ତକ ରଚନା କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ଆଇନଜୀବୀ ଗୋରେଖ ନାଥ ସାହୁ । ଅଧିକ ପଢନ୍ତୁ...

ଲକଡାଉନର ସଦୁପୋଯୋଗ, 8ଟି ପୁସ୍ତକ ଲେଖି ଚର୍ଚ୍ଚାରେ ଆଇନଜିବୀ

author img

By

Published : May 11, 2021, 11:04 AM IST

ସୁବର୍ଣ୍ଣପୁର: ଲକଡାଉନ କେତେକଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଆଉ କାହାକୁ ଦେଇଛି ନୂଆ ସୁଯୋଗ । ଏହିପରି ଜଣେ ବ୍ୟକ୍ତି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ତଥା ଆଇନଜୀବୀ ଗୋରେଖ ନାଥ ସାହୁ । ବର୍ଷକ ଭିତରେ ସେ ଭିନ୍ନ ଭିନ୍ନ ସ୍ବାଦର ପ୍ରାୟ ଆଠୋଟି ପୁସ୍ତକ ରଚନା କରିଥିବା ବେଳେ ଚାରିଗୋଟି ପୁସ୍ତକ ପ୍ରକାଶିତ ହୋଇ ପାରିଛି ।

ଲକଡାଉନର ସଦୁପୋଯୋଗ, 8ଟି ପୁସ୍ତକ ଲେଖି ଚର୍ଚ୍ଚାରେ ଆଇନଜିବୀ

ତାଙ୍କ ପ୍ରକାଶିତ ପୁସ୍ତକ ଭିତରେ ଆମ ଘରର ମଜା କଥା ,କୋଶଲି ଗୀତା ସାହ, ପ୍ରଜ୍ଞାଲୋକ ଓ ଯୋଗାନୁ ସରଣ ଅନ୍ୟତମ । ତେବେ ସେ ପ୍ରାୟ 20 ଗୋଟି ପୁସ୍ତକ ରଚନା କରିଥିବା ବେଳେ ସୋନପୁର ଗଡଜାତର ଇତିହାସ , ଭୂଗୋଳ, ଚାଲିଚଳଣୀ, ଯାନିଯାତ୍ରା ପ୍ରଥା ପରମ୍ରାପକୁ ନେଇ ରଚିତ ପୁସ୍ତକ ଗୁଡିକ ବେଶ ଲୋକପ୍ରିୟ ହୋଇ ପାରିଛି ।

ରାଜ୍ୟରେ ଲକଡାଉନ ,ସଟଡାଉନ ,ରାତ୍ରୀକାଳୀନ କର୍ଫ୍ୟୁ ରହୁଥିବା ବେଳେ ଏପରି ସୃଜନଶୀଳ ବ୍ୟକ୍ତିମାନେ ଅନନ୍ୟ ସୃଷ୍ଟିରେ ଲାଗିପଡିଛନ୍ତି । ଗୋଟିଏ ବର୍ଷ ଭିତରେ ସେ ଏବେ ସେ କୋଶଳ ଇତିହାସ ରଚନାରେ ନିଜକୁ ନିୟୋଜିତ କରିଥିବା ବେଳେ କୋରୋନା କାଳରେ ଅନେକ କିଛି ସୁନ୍ଦର ଅନୁଭବ ସାଉଁଟି ପାରିଛନ୍ତି ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.