ETV Bharat / state

ହୋମଗାର୍ଡ ଚୟନରେ ଅନିୟମିତତା - subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ବିଭାଗରେ ହୋମ ଗାର୍ଡ ଚୟନରେ ଅନିୟମିତତା ନେଇ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jun 14, 2019, 10:20 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପୋଲିସ ବିଭାଗରେ ହୋମ ଗାର୍ଡ ଚୟନରେ ଅନିୟମିତତା ନେଇ ଅଭିଯୋଗ ହୋଇଛି । ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇ ନଥିବା ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ଯାଞ୍ଚ ପାଇଁ ଡକାଯାଇଥିବା ଅଭିଯୋଗ ହୋଇଛନ୍ତି । ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ 45 ଜଣଙ୍କର ଚୟନ ତାଲିକା ପ୍ରକାଶିତ ହେବା ପରେ ଉତ୍ତୀର୍ଣ୍ଣ ହୋଇ ନଥିବା ପ୍ରାର୍ଥୀ ମାନେ ଏହି ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ମାନେ ତୁରନ୍ତ ନିଯୁକ୍ତି ପାଇବେ ବୋଲି ନୋଟିସରେ କୁହାଯାଇଛି । ଗୁରୁବାର କିଛି ଆବେଦନକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗୁହାରି କରିଥିଲେ। ଦୁଇ ଦିନ ପରେ ଚୂଡାନ୍ତ ତାଲିକା ପ୍ରକାଶନ କରିବାକୁ ଅନୁରୋଧ କରାଯାଇଥିଲା ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତ ପ୍ରକାରର ଯାଞ୍ଚ କରିବା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

zdgn

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.