ETV Bharat / state

ସୁପ୍ରତିଷ୍ଠିତ ଗହଣା ଦୋକାନରେ GST ଏନ୍‌ଫୋର୍ସମେଟ ଟିମ୍‌ର ଚଢ଼ାଉ

author img

By

Published : Oct 4, 2021, 9:35 PM IST

ସହରର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ବଗଲା ଜୁଏଲର୍ସ ଉପରେ GST ଏନ୍‌ଫୋର୍ସମେଟ ଟିମ୍ ଚଢାଉ କରିଛି । ଅଧିକ ପଢ଼ନ୍ତୁ...

ସୁପ୍ରତିଷ୍ଠିତ ଗହଣା ଦୋକାନରେ GST ଏନ୍‌ଫୋର୍ସମେଟ ଟିମ୍‌ର ଚଢ଼ାଉ
ସୁପ୍ରତିଷ୍ଠିତ ଗହଣା ଦୋକାନରେ GST ଏନ୍‌ଫୋର୍ସମେଟ ଟିମ୍‌ର ଚଢ଼ାଉ

ସୁବର୍ଣ୍ଣପୁର: ସହରର ପ୍ରତିଷ୍ଠିତ ସୁନା ବ୍ୟବସାୟୀ ବଗଲା ଜୁଏଲର୍ସ ଉପରେ GST ଏନ୍‌ଫୋର୍ସମେଟ ଟିମ୍ ଚଢାଉ କରିଛି । ବଲାଙ୍ଗୀର GST ଏନ୍‌ଫୋର୍ସମେଟ ଟିମ୍ ଚଢାଉ କରି ବଗଲା ଜୁଏଲର୍ସ କାଗଜପତ୍ର ଯାଞ୍ଚ ଚଲାଇଛି । ଏହାପରେ ବେଶ କିଛି ସମୟ ଧରି GSTର ଅଧିକାରୀମାନେ ଗହଣା ଦୋକାନ କବାଟ ବନ୍ଦକରି ଭିତରେ କାଗଜପତ୍ର ଯାଞ୍ଚ ଚଳାଇଛନ୍ତିି ।

ଖାଲି ସେତିକି ନୁହେଁ ଗହଣା ଦୋକନାରେ ଥିବା ସୁନାର ଓଜନ କାଗଜପତ୍ର ସହ ମେଳ ଖାଉଛି କି ନାହିଁ ତାହାର ମଧ୍ୟ ଯାଞ୍ଚ ଚଲାଇଛି GST ଟିମ୍ । ତେବେ ବର୍ତ୍ତମାନ ସୁଦ୍ଧା ଏହି ସୁପ୍ରତିଷ୍ଠିତ ଗହଣା ଦୋକନାର GST ଠକେଇ କରିଛି କି ନାହିଁ ତାହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.