ETV Bharat / state

ପାଉଁଶ ହେଲା ପରିଶ୍ରମ, ଧାନ ଖଳା ପୋଡିଲେ ଦୁର୍ବୃତ୍ତ

ମନବୋଧ ନାଏକ ନାମକ ଜଣେ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବାବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପାଉଁଶ ହେଲା ପ୍ରରିଶ୍ରମ: ଧାନ ଖଳା ପୋଡିଲେ ଦୁର୍ବୁତ୍ତ

author img

By

Published : Dec 12, 2019, 3:05 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଶୁଖା ଗାଁରେ ଧାନ ଖଳା ପୋଡିଲେ ଦୁର୍ବୃତ୍ତ । ମନବୋଧ ନାଏକ ନାମକ ଜଣେ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବାବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ପାଉଁଶ ହେଲା ପ୍ରରିଶ୍ରମ: ଧାନ ଖଳା ପୋଡିଲେ ଦୁର୍ବୁତ୍ତ

ଯାହାଫଳରେ ଅର୍ଦ୍ଧାଧିକ ଧାନ ପୋଡି ନଷ୍ଟ ହୋଇଯାଇଛି । ତେବେ କେଉଁ କାରଣରୁ ଏବଂ କିଏ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

ତେବେ ମନବୋଧ ନିଜର 6 ଏକର ଜମିରେ ଚାଷ କରିଥୁବା ଅମଳ ଧାନକୁ ଖଳାରେ ରଖିଥିଲେ। କ୍ଷତିଗ୍ରସ୍ତ ଚାଷୀକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ଗାଁରେ ଧାନ ଖରି ପୋଡିଲେ ଦୁର୍ବୁତ୍ତ । ଗାଁର ମନବୁଧ ନାଏକ ନାମକ ଜଣେ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବାବେଳେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଫଳରେ ଅର୍ଦ୍ଧାଧିକ ଧାନ ସବୁ ପୋଡି ନଷ୍ଟ ହୋଇଯାଇଛି । ତେବେ କେଉଁ କାରଣରୁ କିଏ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ଡୁଙ୍ଗୁରିପାଲି ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ମନବୁଧ ନିଜର ୬ ଏକର ଜମିରେ ଚାଷ କରିଥୁବା ଅମଳ ଧାନକୁ ଖଳାରେ ରଖିଥିଲେ ।Body:କ୍ଷତିଗ୍ରସ୍ତ ଚାଷୀକୁ କ୍ଷତିପୂରଣ ପ୍ରଦାନ କରିବା କୁ ଦାବି ହେଉଛି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.