ETV Bharat / state

ସୁବର୍ଣ୍ଣପୁରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Jun 1, 2020, 2:31 AM IST

ସିଂହୀଯୁବା ଗାଁର ସମଲେଇ ମନ୍ଦିର ନିକଟରେ ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କ ବଡଭାଇ ସହିତ ଗାଁର ଅଶୋକ ପଣ୍ଡା ଓ ଶ୍ରୀକର ମେସୁଆ ପାଟିତୁଣ୍ଡ କରୁଥିଲେ । ବିପ୍ଳବ ଘଟଣା ସ୍ଥଳରେ ପହଞ୍ଚି ପଚାରିବାରୁ ଅଶୋକ ଓ ଶ୍ରୀକର ସାମ୍ବାଦିକ ବିପ୍ଳବଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ ।

fatal-attack-on-journalist-in-subarnapur
ସୁବର୍ଣ୍ଣପୁରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବ୍ଲକ ସିଂହୀଯୁବା ଗାଁରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସିଂହୀଯୁବା ଗାଁର ସମଲେଇ ମନ୍ଦିର ନିକଟରେ ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କ ବଡଭାଇ ସହିତ ଗାଁର ଅଶୋକ ପଣ୍ଡା ଓ ଶ୍ରୀକର ମେସୁଆ ପାଟିତୁଣ୍ଡ କରୁଥିଲେ । ବିପ୍ଳବ ଘଟଣା ସ୍ଥଳରେ ପହଞ୍ଚି ପଚାରିବାରୁ ଅଶୋକ ଓ ଶ୍ରୀକର ସାମ୍ବାଦିକ ବିପ୍ଳବଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ ।

ବିପ୍ଳବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି । ଥାନାରେ ଲିଖିତ ଏତଲା ଆଧାରରେ ଦୁଇ ଅଭିଯୁକ୍ତ ଅଶୋକ ଓ ଶ୍ରୀକରକୁ ବିନିକା ପୋଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.