ETV Bharat / state

ଧାନ ବିକ୍ରିରେ ବିଳମ୍ବ, ଚାଷୀଙ୍କ ରାସ୍ତାରୋକ - farmer on strike

ଉଫୁଲା ସେବା ସମବାୟ ସମିତିରେ ଚଳିତ ଖରିଫ ଋତୁ ଧାନ ବିକ୍ରିରେ ସମସ୍ୟା ସୃଷ୍ଟି ହେବାରୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

farmer-strike-in-subarnapur
ଉଫୁଲା ସେବା ସମବାୟ ସମିତିରେ ଧାନ ବିକ୍ରିରେ ବିଳମ୍ବ, ଚାଷୀଙ୍କ ରାସ୍ତାରୋକ
author img

By

Published : Jan 31, 2020, 3:29 PM IST

ସୁବର୍ଣ୍ଣପୁର: ଉଫୁଲା ସେବା ସମବାୟ ସମିତିରେ ଚଳିତ ଖରିଫ ଋତୁ ଧାନ ବିକ୍ରିରେ ସମସ୍ୟା ସୃଷ୍ଟି ହୋଇଛି।ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରି କରି ନ ପାରିବାରୁ ଆଜି ରାସ୍ତା ଅବରୋଧ କରିଛନ୍ତି। ବୀରମହାରାଜପୁର-ସୁବର୍ଣ୍ଣପୁର ରାଜ୍ୟ ରାଜପଥ ଅବରୋଧ କରିବା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଉଫୁଲା ସେବା ସମବାୟ ସମିତିରେ ଧାନ ବିକ୍ରିରେ ବିଳମ୍ବ, ଚାଷୀଙ୍କ ରାସ୍ତାରୋକ

ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି। ହେଲେ ଧାନ ବିକ୍ରି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ କହିଛନ୍ତି।

ଆଜକୁ 15 ଦିନ ଧରି ପେକ୍ସରେ ରାତିରେ ଶୋଇ ରହୁଛନ୍ତି ଚାଷୀ । ହେଲେ ଧାନ ଗାଡ଼ି ଆସୁ ନଥିବାରୁ ପ୍ରାୟ 10 ହଜାର କୁଇଣ୍ଟାଲ ଧାନ ପେକ୍ସରେ ପଡି ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ସେବା ସମବାୟ ସମିତିରେ ଚଳିତ ଖରିଫ ଋତୁ ଧାନ ବିକ୍ରି ବଟାରେ ସମସ୍ୟା ଦେଖା ଦେଇଛି।ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରି ନ ପାରିବାରୁ ଆଜି ରାସ୍ତା ଅବରୋଧ କରିଛନ୍ତି।ବିରମହରାଜପୁର ସୁବର୍ଣ୍ଣପୁର ରାଜ୍ୟ ରାଜପଥ ଅବରୋଧ କରିବା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ବୁଖିନ ହେଉଛନ୍ତି।ଚାଷୀମାନେ ଆଜକୁ 15 ଦିନ ଧରି ପେକ୍ସରେ ରାତିରେ ଶୋଇ ରହୁଛନ୍ତି।ହେଲେ ଧାନ ଗାଡ଼ି ଆସୁ ନ ଥିବାରୁ ପ୍ରାୟ 10 ହଜ଼ାର କୁଇଣ୍ଟାଲ ଧାନ ପେକ୍ସ ରେ ପଡି ରହିଛି।Body:ଧାନ ନ ଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ କହିଛନ୍ତି।ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହିତ ଆଲୋଚନା କରୁଛନ୍ତି।ହେଲେ ଚାଷୀମାନଙ୍କ ଏକା ଜିଦ ଧାନ ନ ନେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।Conclusion:ସୁବର୍ଣ୍ଣପୁର ରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ।
Edited PTC with visual.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.