ETV Bharat / state

ଅଜଣା ଗାଡି ଧକ୍କାରେ ଅବକାରୀ କନେଷ୍ଟବଳ ମୃତ - excise dept constable died in a road accident

ଅପେରା ଦେଖି ଫେରୁଥିବା ବେଳେ ଗାଡି ଧକ୍କାରେ ଅବକାରୀ ବିଭାଗର କନେଷ୍ଟବଳ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ମୃତକ ହେଲେ ନନ୍ଦୀ କର୍ମୀ ।

CONSTABLE DIED
ଅଜଣାଗାଡି ଧକ୍କାରେ ଅବକାରୀ କନେଷ୍ଟବଳ ମୃତ
author img

By

Published : Dec 10, 2019, 12:37 PM IST

ସୁବର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ଅବକାରୀ କନେଷ୍ଟବଳଙ୍କ ମୃତ୍ୟୁ । ମୃତକ ହେଲେ 32 ବର୍ଷୀୟ ନନ୍ଦୀ କର୍ମୀ । ସେ ସୋମବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବିଜୁ ପଟ୍ଟନାୟକ ସେତୁରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଅଜଣାଗାଡି ଧକ୍କାରେ ଅବକାରୀ କନେଷ୍ଟବଳ ମୃତ

ସୂଚନା ଅନୁସାରେ, ମୃତ ନନ୍ଦୀ ସୋମବାର ରାତିରେ ଅପେରା ଦେଖି ବାଇକରେ ଫେରୁଥିବା ବେଳେ ତାଙ୍କୁ ଗାଡିକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଅନ୍ୟପଟେ ମହାନଦୀ ରାସ୍ତା ମରାମତି ପାଇଁ ରାସ୍ତା କଡରେ ନିର୍ମାଣ ସାମଗ୍ରୀ ପଡି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ଏହି ଦୁର୍ଘଟଣା ପାଇଁ ସ୍ଥାନୀୟଲୋକେ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି । ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ସେତୁରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଜଣେ ଅବକାରୀ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି।ଗତକାଲି ବିଳମ୍ବିତ ରାତିରେ 32 ବର୍ଷୀୟ ଅବକାରୀ କନେଷ୍ଟବଳ ନନ୍ଦୀ କର୍ମୀ ସୁବର୍ଣ୍ଣପୁର ସହରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।ମହାନଦୀ ସେତୁ ଦେଇ ଏକ ମୋଟର ସାଇକେଲରେ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିବା ଜଣା ଯାଇଛି।ଗାଡି ନନ୍ଦୀ ଉପରେ ମାଡି ଯାଇଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ଗତକାଲି ରାତିରେ ଯାଲୋଏରୁ ଅପେରା ଦେଖି ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଉଛି।

Body:ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ରାସ୍ତା ମରାମତି କରାଯାଉଥିବା ବେଳେ ରାସ୍ତା ଉପରେ ବିଭିନ୍ନ ଯାଗାରେ ଅନେକ ନିର୍ମାଣ ସାମଗ୍ରୀ ରହିଛି।ଫଳରେ ଯାତାୟାତରେ ବାଧା ହେଉଛି।ଏହି ଦୁର୍ଘଟଣା ପାଇଁ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି ପରିବାର ଲୋକ।ସଦର ପୋଲିସ ଏକ ମାମଲା ଋଜୁ କରି ଘଟଣାର ଅଧିକ ଅନୁସନ୍ଧାନ କରୁଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.