ETV Bharat / state

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି

author img

By

Published : Mar 27, 2020, 11:55 PM IST

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଜିଲ୍ଲାରେ ଲକଡାଉନ ପାଳନ କରାଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଅନୁମତି ପତ୍ର ଦେଖାଇ ଗାଡି ଗୁଡିକ ଯାଆସ କରିବେ ।

District Magistrate's Press release
ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ପ୍ରେସ ବିଜ୍ଞପ୍ତି

ସୁବର୍ଣ୍ଣପୁର: ଜିଲ୍ଲା ଭିତରକୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ଗୁଡିକୁ ଏବେ ସଂପୃକ୍ତ ବିଭାଗ ଅନୁମତି ପ୍ରଦାନ କରିବେ । ମାଛ,ଚିଙ୍ଗୁଡି ଓ ଚାଷରେ ବ୍ୟବହୃତ ଖାଦ୍ୟ ଆଦି ପରିବହନ କରୁଥିବା ଗାଡି ଗୁଡିକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି ।

ସେହିପରି ଅଣ୍ଡା ,ମାଂସ ଓ ଚିକେନ ସହିତ ଫାର୍ମ ଗୁଡିକରେ ବ୍ୟବହାର କରାଯାଉଥିବା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଗୁଡିକ ପରିବହନ ପାଇଁ ଜିଲ୍ଲା ପଶୁ ସଂମ୍ପଦ ଅଧିକାରୀ ଅନୁମତି ପ୍ରଦାନ କରିବେ ।

ଏବେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଜିଲ୍ଲାରେ ଲକଡାଉନ ପାଳନ କରାଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଅନୁମତି ପତ୍ର ଦେଖାଇ ଗାଡି ଗୁଡିକ ଯାଆସ କରିବେ । ଏନେଇ ଶୁକ୍ରବାର ଜିଲ୍ଲାପାଳ ମନୀଷା ବାନାର୍ଜି ଏକ ପ୍ରେସ ବିଜ୍ଞପ୍ତିରେ ସରକାରୀ ଆଦେଶ କଡାକଡି କାର୍ଯ୍ୟକାରୀ କରିବା ପାଇଁ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.