ETV Bharat / state

ଶ୍ରୀବଡ ଜଗନ୍ନାଥଙ୍କ ଦେବ ସ୍ନାନଯାତ୍ରା ନୀତି ସମ୍ପନ୍ନ

author img

By

Published : Jun 5, 2020, 1:26 PM IST

ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ ପାଳି ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥଙ୍କ ଆଜି ସ୍ନାନ ପର୍ବ ଶେଷ ହୋଇଛି ।

ଶ୍ରୀବଡ ଜଗନ୍ନାଥଙ୍କ ଦେବ ସ୍ନାନ ନୀତି ସମ୍ପନ୍ନ

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀବଡ଼ ଜଗନ୍ନାଥଙ୍କ ଆଜି ସ୍ନାନ ପର୍ବ ଶେଷ ହୋଇଛି । ଗତକାଲି ସନ୍ଧ୍ୟାରେ ମହାନଦୀର ଜଳ ଆଣି ଅଧିବାସରେ ରଖା ଯାଇଥିଲା । ଜଳରେ କର୍ପୁର, ଅଗୁର, ଚନ୍ଦନ ଆଦି ସୁବାସିତ ଦ୍ରବ୍ୟ ମିଶାଇ ଆଜି ଶ୍ରୀବଡ ଜଗନ୍ନାଥଙ୍କୁ ଲାଗି କରାଯାଇଥିଲା ।

ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ମୁତାବକ ସୀମିତ ସଂଖ୍ୟକ ସେବାୟତଙ୍କ ମଧ୍ୟରେ ଆଜି ସ୍ନାନ ନୀତି ସମ୍ପନ୍ନ ହୋଇଛି । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଥିଲା । ତେବେ ଦେବୋତ୍ତର ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ରୀବଡ଼ ଜଗନ୍ନାଥଙ୍କ ସେବାୟତ ମାନେ ମାସ୍କ ପରିଧାନ କରି ପାରୁ ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ ରକ୍ଷା କରି ଦେବ ନୀତି ସମ୍ପନ୍ନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.