ETV Bharat / state

ବଢୁଛି ଅପରାଧିକ କାର୍ଯ୍ୟକଳା, ପାଟ୍ରୋଲିଂ ଦାବି କଲେ ଗ୍ରାମବାସୀ - village of Lehedi

ସୁବର୍ଣ୍ଣପରୁ ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡି ଗାଁ ମୁଣ୍ଡାରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ବାଟୋଇ ମାନଙ୍କ ଠାରୁ ଲୁଟ କରାଯିବା ସହ ନିଶା କାରବାରର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଲେହେଡି ଗାଁ ମୁଣ୍ଡରେ ବଢୁଛି ଅପରାଧିକ କାର୍ଯ୍ୟକଳା

author img

By

Published : Sep 15, 2020, 2:05 PM IST

Updated : Sep 15, 2020, 3:29 PM IST

ସୁବର୍ଣ୍ଣପୁର: ଜିଲ୍ଲା ବୀରମହରାଜପୁର ଥାନା ଅନ୍ତର୍ଗତ ଲେହେଡି ଗାଁ ମୁଣ୍ଡରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଏହି ଅଞ୍ଚଳରେ ବାଟୋଇ ମାନଙ୍କ ଠାରୁ ଲୁଟ କରାଯିବା ସହ ନିଶା କାରବାର ଲିପ୍ତ ଦୁର୍ବୃତ୍ତ । ଆଉ ଏସବୁ ପଛରେ ହରିଜନ ପଡାରେ କିଛି ଦୁର୍ବୃତ୍ତଙ୍କ ହାତ ଥିବା ଲେହେଡି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନିକଟ ଅତୀତରେ ଗଣେଷ ପଣ୍ଡା ନାମକ ଏକ ଯୁବକଙ୍କୁ ଭୟଭୀତ କରି ଟଙ୍କା ଲୁଟ କରିଥିଲେ । ସେ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ତେବେ ଗାଁର ସିଦ୍ଧାର୍ଥ ମିଶ୍ରଙ୍କ ନେତୃତ୍ୱରେ ଗାଁର ଯୁବକ ମାନେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ସହିତ ଆଲୋଚନା କରିବା ସହିତ ପୋଲିସ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ସେହି ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ବଢୁଛି ଅପରାଧିକ କାର୍ଯ୍ୟକଳା, ପାଟ୍ରୋଲିଂ ଦାବି କଲେ ଗ୍ରାମବାସୀ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 15, 2020, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.