ETV Bharat / state

ସୁବର୍ଣ୍ଣପୁରରେ ବଢୁଛି କୋରୋନା ସଂକ୍ରମଣ - Coronavirus infection the rise in Subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କୋଭିଡ 19 ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲ୍ଲାରେ ମୋଟ 102 କୋରୋନା ସଂକ୍ରମିତ ମଧ୍ୟରୁ 27 ଜଣ କୋରୋନା ସକ୍ରିୟ ଥିବାବେଳେ 78 ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ବଢୁଛି କୋରୋନା ସଂକ୍ରମଣ
ସୁବର୍ଣ୍ଣପୁରରେ ବଢୁଛି କୋରୋନା ସଂକ୍ରମଣ
author img

By

Published : Aug 2, 2020, 8:18 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ। ଜିଲ୍ଲାରେ ଦିନକୁ ଦିନ କୋଭିଡ 19 ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲ୍ଲାରେ ମୋଟ 102 କୋରୋନା ସଂକ୍ରମିତ ମଧ୍ୟରୁ 27 ଜଣ କୋରୋନା ସକ୍ରିୟ ଥିବାବେଳେ 78 ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସୁବର୍ଣ୍ଣପୁରରେ ବଢୁଛି କୋରୋନା ସଂକ୍ରମଣ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା କଠୋର ପଦକ୍ଷେପ ନିଆଯିବା ସତ୍ତ୍ବେ କୋରୋନା ସଂକ୍ରମଣ ବଢି ଚାଲିଛି। ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ଲକଡାଉନ, କର୍ଫ୍ୟୁ, ସଟଡାଉନକୁ କଡ଼ାକଡ଼ି ପାଳନ କରାଯାଉଛି। ଗତ ଜୁଲାଇ ମାସରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରାଯାଇଥିବାବେଳେ ଅଗଷ୍ଟ ମାସରେ ବି ଅନ୍ୟ ଆଦେଶ ନ ଆସିବା ଯାଏଁ ଏହା ବଳବତ୍ତର ରହିଛି। ଅଗଷ୍ଟ ପ୍ରଥମ ସପ୍ତାହର ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିବାରୁ ଦୁଇ ଦିନର ସଟଡାଉନ ସଫଳ ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.