ETV Bharat / state

କୋରାନାକୁ ନେଇ ସଚେତନତା ସୃଷ୍ଟି କଲେ ସ୍ବେଚ୍ଛାସେବୀ

author img

By

Published : Mar 20, 2020, 1:24 PM IST

ସୁବର୍ଣ୍ଣପୁର ସହରର ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ଶୁକ୍ରବାର କୋରାନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

corona awarness in subarnpur
କୋରାନାକୁ ନେଇ ସଚେତନତା ସୃଷ୍ଟି କଲେ ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର: କୋରୋନା ନେଇ ସଚେତନତା କାର୍ଯ୍ୟକ୍ରମ । ସୁବର୍ଣ୍ଣପୁର ସହରର ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ଶୁକ୍ରବାର କୋରାନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅମ୍ବୁଜ ଶତପଥୀ ଯୋଗଦେଇ କୋରାନା ସଂକ୍ରମଣ ଓ ଭୟାବହତା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ ।

ବିଶେଷକରି ଏହି କାର୍ଯ୍ୟକ୍ରମରେ ଗତ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ଡିସଟାଙ୍ଗସିଂ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଥନାପତିପଡାର ପ୍ରତ୍ୟେକ ପରିବାରରୁ ଜଣେ ଲୋକ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରତ୍ୟହ ପାଞ୍ଚ ଥର ହାତ ଧୋଇବାକୁ ସମସ୍ତଙ୍କୁ ସଚେତନ କରାଯାଇଥିବା ବେଳେ ଉପସ୍ଥିତ ସଭିଏଁ ହାତ ଧୋଇ କୋରାନା ଉପରେ ସଚେତନତା ସୃଷ୍ଟି କରିବାକୁ ଶପଥ ନେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.