ETV Bharat / state

କଳାପଥର ପଞ୍ଚାୟତରେ ପ୍ରାର୍ଥୀଙ୍କ ଜୋରଦାର ନିର୍ବାଚନୀ ପ୍ରଚାର - ଓଡିଶା ପଞ୍ଚାୟତ ନିର୍ବାଚନ ପ୍ରଚାର ତାତି

ସୁବର୍ଣ୍ଣପୁର ଜିଲ୍ଲାରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର । ଘରକୁ ଘର ବୁଲି ପ୍ରାର୍ଥୀ କରୁଛନ୍ତି ଭୋଟ ଭିକ୍ଷା । ଏଥିସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଦେଉଛନ୍ତି ପ୍ରତିଶୃତି । ଅଧିକ ପଢନ୍ତୁ

panchayat election campaigning in kalapathar panchayat
କଲାପଥର ପଞ୍ଚାୟତରେ ପ୍ରାର୍ଥୀଙ୍କ ଜୋରଦାର ନିର୍ବାଚନୀ ପ୍ରଚାର
author img

By

Published : Feb 9, 2022, 5:54 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର । ଘରକୁ ଘର ବୁଲି ପ୍ରାର୍ଥୀ କରୁଛନ୍ତି ଭୋଟ ଭିକ୍ଷା । ଏଥିସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଦେଉଛନ୍ତି ପ୍ରତିଶୃତି ।

ଅନ୍ୟପଟେ ଭୋଟରଙ୍କୁ ପ୍ରଚାର ପତ୍ର ବାଣ୍ଟିବା ସହ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା କଥା ମଧ୍ୟ କହୁଛନ୍ତି । ଏହି ସବୁ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ନେଇ ଦେଉଛନ୍ତି ପ୍ରତିଶୃତି ।

କଲାପଥର ପଞ୍ଚାୟତରେ ପ୍ରାର୍ଥୀଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

ତେବେ ଜିଲ୍ଲାର ସଦର ମହକୁମା ନିକଟରେ ଥିବା କଳାପଥର ପଞ୍ଚାୟତରେ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । ନିର୍ବାଚନୀରେ ବିଜୟୀ ହେବା ପାଇଁ ପ୍ରାର୍ଥୀ କରୁଛନ୍ତି କସରତ । ଅନ୍ୟପଟେ ଭୋଟର ବି ପ୍ରାର୍ଥୀଙ୍କୁ ଗାଁର ବିଭିନ୍ନ ବିକାଶ ତଥା ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.