ETV Bharat / state

ଗୁଣ୍ଡାରାଜ କରୁଛି BJD: ବିଜେପି ନେତ୍ରୀ ଗାୟତ୍ରୀ ପାଣିଗ୍ରାହୀ

author img

By

Published : Nov 26, 2021, 4:49 PM IST

ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗାୟତ୍ରୀ ପାଣିଗ୍ରାହୀ ବିଜେଡି ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ କରିବା ସହିତ ଦୃଢ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ

ବିଜେଡିର ଗୁଣ୍ଡାଗିରିକୁ ବିଜେପିର ଦୃଢ ନିନ୍ଦା
ବିଜେଡିର ଗୁଣ୍ଡାଗିରିକୁ ବିଜେପିର ଦୃଢ ନିନ୍ଦା

ସୁବର୍ଣ୍ଣପୁର: ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗାୟତ୍ରୀ ପାଣିଗ୍ରାହୀ ବିଜେଡି ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ କରିବା ସହିତ ଦୃଢ ନିନ୍ଦା କରିଛନ୍ତି । ଗତକାଲି(ଗୁରୁବାର) ଜିଲ୍ଲା ସଦର ମହକୁମାରେ ବିଜେଡି ଓ ବିଜେପି ଭିତରେ ହୋଇଥିବା ମାରପିଟ ଉପରେ ପ୍ରଶ୍ନ କରି ବିଜେଡି ଦାଦାଗିରି ଓ ବେଆଇନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି ।

ବିଜେଡିର ଗୁଣ୍ଡାଗିରିକୁ ବିଜେପିର ଦୃଢ ନିନ୍ଦା

ଗତକାଲି ବିଜେଡି ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସାଧାରଣ ସଭା ଓ ସ୍ମାର୍ଟ କାର୍ଡ ବଣ୍ଟନ ସମାରୋହ ଚାଲିଥିଲା । କିଛି ବିଜେପି କାର୍ଯ୍ୟକର୍ତ୍ତା ବିଜେଡିର ଏହି ଯୋଜନାର ପ୍ରତିବାଦ କରିବା ସହିତ ନାରାବାଜି କରିଥିଲେ ।

ତେବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମର୍ଥକ ମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରପିଟ ( BJD Workers Attack on BJP Workers) କରିଥିବା ସଦର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ବିଜେପିର ବରିଷ୍ଠ ନେତ୍ରୀ ଏହି ଘଟଣାର ନିନ୍ଦା କରିବା ସହିତ ବିଜେଡି ଦଳ ଜିଲ୍ଲାରେ ଦାଦାଗିରି କରିବା ସହିତ ଜନସାଧାରଣଙ୍କ କଣ୍ଠରୋଧ କରୁଥିବା ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.