ETV Bharat / state

CAA ସପକ୍ଷରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ - ବଜେପି ସଭାପତି ପ୍ରମୋଦ ମହାପାତ୍ର

ଜିଲ୍ଲା ବଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବିଳନୀରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗଦେଇ କା ସପକ୍ଷରେ ଜିଲ୍ଲା ବିଜେପି ସୃଷ୍ଟି କରିଥିବା ଜନମତ ସମ୍ପର୍କରେ ସୂଚନା ଦେଇଥିଲେ। ଅଧିକ ପଢନ୍ତୁ...

CAA ସପକ୍ଷରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ
CAA ସପକ୍ଷରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ
author img

By

Published : Jan 7, 2020, 4:41 AM IST

ସୁବର୍ଣ୍ଣପୁର: ଜିଲ୍ଲା ବଜେପି ପକ୍ଷରୁ ନାଗରିକ ସଂଶୋଧନ ବିଲ୍‌ (CAA) ସପକ୍ଷରେ ସ୍ଥାନୀୟ ପ୍ରଭାସ ହୋଟେଲ ସମ୍ବିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଛି ।

CAA ସପକ୍ଷରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ

ଜିଲ୍ଲା ବଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବିଳନୀରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗଦେଇ ଏହି ସପକ୍ଷରେ ଜିଲ୍ଲା ବିଜେପି ସୃଷ୍ଟି କରିଥିବା ଜନମତ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ସମ୍ବିଳନୀରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ କରାଯାଇଥିବା ପରିବାର ସମ୍ପର୍କ ଉପରେ ସଭାପତି ନିଜର ବକ୍ତବ୍ୟ ରଖିଥିଲେ।

ସେହିପରି ସଦର ମହକୁମାରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ଓ ଧର୍ମର ପରିବାର ସହିତ ସମ୍ପର୍କ ସ୍ଥାପନ କରାଯାଇଥିବା ସୂଚନା ଦେଇଥିଲେ। ଜିଲ୍ଲାର ନାରାୟଣପୁର ଓ ତରଭା ସହରରେ ରହୁଥିବା ମୁସଲମାନ ଓ ଅନ୍ୟାନ୍ୟ ଧର୍ମର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରି ଏହି ବିଲ ସମ୍ପର୍କରେ ଜନମତ ସଂଗ୍ରହ କରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବଜେପି ପକ୍ଷରୁ କା ବା ନାଗରିକ ସଂଶୋଧନ ବିଲ ସପକ୍ଷରେ ସ୍ଥାନୀୟ ପ୍ରଭାସ ହୋଟେଲ ସମ୍ବିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଛି ।ଜିଲ୍ଲା ବଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବିଳନୀରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗଦେଇ ଏହି ସପକ୍ଷରେ ଜିଲ୍ଲା ବିଜେପି ସୃଷ୍ଟି କରିଥିବା ଜନମତ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ସମ୍ବିଳନୀରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ କରାଯାଇଥିବା ପରିବାର ସମ୍ପର୍କ ଉପରେ ସଭାପତି ନିଜର ବକ୍ତବ୍ୟ ରଖିଥିଲେ।

Body:ସେହିପରି ସଦର ମହକୁମାରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ଓ ଧର୍ମର ପରିବାର ସହିତ ସମ୍ପର୍କ ସ୍ଥାପନ କରାଯାଇଥିବା ସୂଚନା ଦେଇଥିଲେ।ଜିଲ୍ଲାର ନାରାୟଣପୁର ଓ ତରଭା ସହରରେ ରହୁଥିବା ମୁସଲମାନ ଓ ଅନ୍ୟାନ୍ୟ ଧର୍ମର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରି ଏହି ବିଲ ସମ୍ପର୍କରେ ଜନମତ ସଂଗ୍ରହ କରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଥିଲା।
ବାଇଟ1 ମୁକେଶ ମହାଲିଙ୍ଗ , ବିଧାୟକ , ଲୋଇସିଂହା।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual .Not given vo because of my hoarse voice.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.