ETV Bharat / state

150ତମ ଗାନ୍ଧୀ ଜୟନ୍ତୀ : ବାପୁଜୀ କ୍ଲବ ଥିଏଟରରେ ଗାନ୍ଧୀଙ୍କ ବାର୍ତ୍ତା - ସୁବର୍ଣ୍ଣପୁରରେ 150ତମ ଗାନ୍ଧୀ ଜୟନ୍ତୀ

150ତମ ଗାନ୍ଧୀ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ବାପୁଜୀ କ୍ଳବ ପକ୍ଷରୁ ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତୀ । ବାପୁଜୀ କ୍ଳବ ତରଫରୁ ପରିବେଷଣ ହୋଇଛି ନାଟକ ‘ଶୂନ୍ୟ ଆକାଶ ଅମର ଆଖି’।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 3, 2019, 5:48 AM IST

ସୁବର୍ଣ୍ଣପୁର: ସହରର ବାପୁଜୀ କ୍ଳବ ପକ୍ଷରୁ 50ତମ କ୍ଳବର ପ୍ରତିଷ୍ଠା ଦିବସ ତଥା 150ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବାପୁଜୀ କ୍ଳବ ତରଫରୁ ପରିବେଷଣ ହୋଇଛି ନାଟକ ‘ଶୂନ୍ୟ ଆକାଶ ଅମର ଆଖି’। ଗାନ୍ଧୀଙ୍କ ଉପରେ ଆଧାରିତ ଏହି ନାଟକକୁ କ୍ଳବର ସଭ୍ୟମାନେ ପରିବେଷଣ କରି ଗାନ୍ଧୀଙ୍କର ଅନେକ ସାମାଜିକ ବାର୍ତ୍ତା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ରଜତ ଜୟନ୍ତୀ ଅବସରରେ କ୍ଳବ ତରଫରୁ ଗାନ୍ଧୀ ବାର୍ତ୍ତାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରତିଷ୍ଠା ପର୍ବରେ ବାପୁଜୀଙ୍କ ଉପରେ ଅନେକ କାର୍ଯ୍ୟକ୍ରମ କରିବା ପାଇଁ କ୍ଳବ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାପୁଜୀ କ୍ଳବର କଳାକାରମାନେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ଆଧାରିତ ନାଟକ ‘ଶୂନ୍ୟ ଆକାଶ ଅମର ଆଖି’ରେ ଚମତ୍କାର ଅଭିନୟ କରିଥିଲେ।

ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପରିବେଷିତ ଏହି ନାଟକ ଦେଖଣାହାରୀଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା । ନାଟକ ମାଧ୍ୟମରେ ଗାନ୍ଧୀଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ବାପୁଜୀ କ୍ଳବର ମୂଳ ଲକ୍ଷ୍ୟ ବୋଲି କ୍ଳବର ସଭାପତି ଶିବପ୍ରସାଦ ଗୁରୁ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବାପୁଜୀ କ୍ଳବ ପକ୍ଷରୁ 50ତମ କ୍ଳବର ପ୍ରତିଷ୍ଠା ଦିବସ ତଥା 150ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇ ଯାଇଛି।ଏହି ଅବସରରେ ବାପୁଜୀ କ୍ଳବ ତରଫରୁ ପରିବେଷଣ ହୋଇଛି ନାଟକ ଶୂନ୍ୟ ଆକାଶ ଅମର ଆଖି।ଗାନ୍ଧିଜୀଙ୍କ ଉପରେ ଆଧାରିତ ଏହି ନାଟକକୁ କ୍ଳବର ସଭ୍ୟମାନେ ପରିବେଷଣ କରି ଗାନ୍ଧିଜୀଙ୍କର ଅନେକ ସାମାଜିକ ବାର୍ତା ପରସିଥିଲେ।ରଜତ ଜୟନ୍ତୀ ଅବସରରେ କ୍ଳବ ତରଫରୁ ଗାନ୍ଧି ବାର୍ତ୍ତାକୁ ନେଇ ବିଭିନ୍ନ ପ୍ରତିଯୋଗିତାର ବି ଆୟୋଜନ କରାଯାଇଥିଲା ।ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରତିଷ୍ଠା ପର୍ବରେ ବାପୁଜୀଙ୍କ ଉପରେ ଅନେକ କାର୍ଯ୍ୟକ୍ରମ କରିବା ପାଇଁ କ୍ଳବ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Body:ବାପୁଜୀ କ୍ଳବର କଳାକାରମାନେ ଗାନ୍ଧୀଜୀଙ୍କ ନିତି ଓ ଆଦର୍ଶ ଉପରେ ଆଧାରିତ ନାଟକ ଶୂନ୍ୟ ଆକାଶ ଅମର ଆଖିରେ ଚମତ୍କାର ଅଭିନୟ କରିଥିଲେ।ନିର୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ବଳିଷ୍ଠ ନିର୍ଦେଶନାରେ ପରିବେଷିତ ଏହି ନାଟକ ଦେଖଣାହାରୀଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା । ନାଟକ ମାଧ୍ୟମରେ ଗାନ୍ଧିଜୀଙ୍କ ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବା ବାପୁଜୀ କ୍ଳବର ମୂଲ ଲକ୍ଷ୍ୟ ବୋଲି କ୍ଳବର ସଭାପତି ଶିବପ୍ରସାଦ ଗୁରୁ କହିଛନ୍ତି ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.