ETV Bharat / state

କୋରୋନା ପାଇଁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ - Awareness program in subarnapur

କୋରୋନା ପାଇଁ ଏବେ ସବୁ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ । ତେବେ ଏନେଇ ସୁବର୍ଣ୍ଣପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ ।

Awareness program for corona
କୋରୋନା ପାଇଁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ
author img

By

Published : Mar 19, 2020, 5:12 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନା ପାଇଁ ଏବେ ସବୁ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଇଛି । ତେବେ ଏନେଇ ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ । ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ନେତୃତ୍ବରେ କୋରାନା ଉପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କୋରୋନା ପାଇଁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାପ୍ରେମୀ ଯୋଗଦେଇ କୋରାନା ସମ୍ପର୍କରେ ଆଲୋଚନା କରିବା ସହିତ ଗାଁ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ। କାର୍ଯ୍ୟାଳୟ ପରିସରରେ ଏକ ହାତ ଧୁଆ ଡେମୋ ମଧ୍ୟ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ବେଚ୍ଛାସେବୀ ମାନେ ସାନିଟାଇଜର ଲଗାଇ ହାତ ଧୋଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.