ETV Bharat / state

କଡ଼ାକଡ଼ି ହେଉଛି ଯାଞ୍ଚ, ପ୍ରଶାସନିକ ଅଧିକାରୀ ସାଜିଛନ୍ତି ସତର୍କ ପ୍ରହରୀ - ଏସପି

ସତର୍କ ପ୍ରହରୀ ସାଜିଛନ୍ତି ସୁବର୍ଣ୍ଣପୁର ସମସ୍ତ ପ୍ରଶାସନିକ ଅଧିକାରୀ । ମାସ୍କ ଚେକିଂ କରିବା ସହିତ ଜନସାଧାରଣଙ୍କ ଭିତରେ କୋରନାକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି । ଅଧିକ ପଢ଼ନ୍ତୁ...

All administrative officials, officials closly monitering the lockdown, looking forward for a successful shutdown, shutdown of 2 days, କଡ଼ାକଡ଼ି ହେଉଛି ଯାଞ୍ଚ, ପ୍ରଶାସନିକ ଅଧିକାରୀ ସାଜିଛନ୍ତି ସତର୍କ ପ୍ରହରୀ, ସୁବର୍ଣ୍ଣପୁର ପ୍ରଶାସନିକ ଅଧିକାରୀ
କଡ଼ାକଡ଼ି ହେଉଛି ଯାଞ୍ଚ, ପ୍ରଶାସନିକ ଅଧିକାରୀ ସାଜିଛନ୍ତି ସତର୍କ ପ୍ରହରୀ
author img

By

Published : Jul 25, 2020, 11:00 AM IST

ସୁବର୍ଣ୍ଣପୁର: ଶୁକ୍ରବାର ସହରରେ ସମସ୍ତ ପ୍ରଶାସନିକ ଅଧିକାରୀ ସତର୍କ ପ୍ରହରୀ ଭାବେ ଚେକିଂ କରିଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଦେବୀ ପ୍ରସାଦ ଦାସ, ତହସିଲଦାର ଅରବିନ୍ଦ ବେହେରା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୂଟଙ୍କ ସମେତ ସଦର ମହକୁମାର ଅନ୍ୟାନ୍ୟ ରାଜସ୍ବ ଅଧିକାରୀ ଓ ଜିଲ୍ଲା ପୋଲିସର ଅଧିକାରୀ ମାନେ ମାସ୍କ ଚେକିଂ କରିବା ସହିତ ଜନସାଧାରଣଙ୍କ ଭିତରେ କୋରନାକୁ ନେଇ ସଚେତନତା ସୃଷ୍ଟି କରିଥିଲେ।

କଡ଼ାକଡ଼ି ହେଉଛି ଯାଞ୍ଚ, ପ୍ରଶାସନିକ ଅଧିକାରୀ ସାଜିଛନ୍ତି ସତର୍କ ପ୍ରହରୀ

ଅପରାହ୍ନ 4ଟାରୁ ତହିଁ ପରଦିନ ସକାଳ 7ଟା ଯାଏଁ କର୍ଫ୍ୟୁ ଲାଗି ରହୁ ଥିବାରୁ ପୋଲିସ କର୍ମଚାରୀ ମାନେ କର୍ଫ୍ୟୁ ସମ୍ପର୍କରେ ସଚେତନ କରିଥିଲେ। ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ କୋରୋନା ଯୋଦ୍ଧା ଭାବେ ପ୍ରଶାସନିକ ଅଧିକାରୀ ମାନଙ୍କ ଯାଞ୍ଚ ଓ ସଚେତନତା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଶନିବାରଠାରୁ ଦୁଇ ଦିନ ପାଇଁ ସଟଡାଉନକୁ କଡାକଡି କରାଯିବ ବୋଲି ଏସପି ଦେବୀପ୍ରସାଦ ଦାସ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.