ETV Bharat / state

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ - ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ଅଘଟଣ

ସୁବର୍ଣ୍ଣପୁର ଜିଲ୍ଳାର ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ସୁମିତ୍ରା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁଘର ଲୋକେ ସଫେଇ ଦେଇଛନ୍ତି ।

A marriad women Suspected death in subarnapur
ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Jan 2, 2020, 2:52 PM IST

ସୁବର୍ଣ୍ଣପୁର: ଜିଲ୍ଳାର ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ଅଘଟଣ । ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ 25 ବର୍ଷୀୟ ସୁମିତ୍ରା ସାହୁ ।

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବିଳମ୍ବିତ ରାତିରେ ସୁମିତ୍ରା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁଘର ଲୋକେ ସଫେଇ ଦେଇଛନ୍ତି । ତାଙ୍କ ଶରୀରର ପ୍ରାୟ 80 ପ୍ରତିଶତ ପୋଡି ଯାଇଥିବାବେଳେ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସୁମିତ୍ରାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ଏଯାବତ୍‌ ତାଙ୍କ ଅସ୍ବାଭାବିକ ମୃତ୍ୟୁ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଳା ସୁବଲୟା ଥାନା ଭାଲୁଡୁମ୍ମୁରି ଗାଁରେ ଜଣେ ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି ।25 ବର୍ଷୀୟ ସୁମିତ୍ରା ସାହୁ ନିଆଁରେ ପୋଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି।ଦେହରେ କିରିସିନୀ ଢାଳି ଆତ୍ମହତ୍ୟା କରିଥିବା ସୁମିତ୍ରା ର ଶାଶୂଘର ଲୋକେ ସଫେଇ ଦେଇଛନ୍ତି ।ବିଳମ୍ବିତ ରାତିରେ ଦେହରେ ନିଆଁ ଲାଗି ପ୍ରାୟ 80 ପ୍ରତିଶତ ପୋଡି ଯାଇଥିଲେ।ତାଙ୍କର ଉଲୁଣ୍ଡା ଡାକ୍ତର ଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ର କାରଣ ଏ ପର୍ଯନ୍ତ ଜଣା ପଡି ନ ଥିବା ବେଳେ ଥାନାରେ ବି ସୁମିତ୍ରା ଙ୍କ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ କୌଣସି ଅଭିଯୋଗ ହେଇନାହିଁ।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Conclusion:Ready to be used. Edited visual which only needs publication.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.