ETV Bharat / state

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

author img

By

Published : Nov 7, 2019, 3:01 PM IST

ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ। ବଲାଙ୍ଗୀରରୁ ସଡକ ପଥ ଦେଇ ଅଚାନକ ସୁବର୍ଣ୍ଣପୁରରେ ପହଞ୍ଚିଥିଲେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକାଙ୍କ ସହିତ କଡା ସୁରକ୍ଷା ବଳୟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ।

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

ସୁବର୍ଣ୍ଣପୁର: ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ପାଣ୍ଡିଆନ । ବଲାଙ୍ଗୀରରୁ ସଡକ ପଥ ଦେଇ ଅଚାନକ ସୁବର୍ଣ୍ଣପୁରରେ ପହଞ୍ଚିଥିଲେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକାଙ୍କ ସହିତ କଡା ସୁରକ୍ଷା ବଳୟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଣ୍ଡିଆନଙ୍କୁ ଚିକିତ୍ସାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ।

ସୁବର୍ଣ୍ଣପୁର ଗସ୍ତରେ 5T ସଚିବ

ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ 5T ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଚିକିତ୍ସାଳୟର ୱାର୍ଡ ଗୁଡିକ ପରିଦର୍ଶନ କରିବା ପରେ ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ପ୍ରାୟ 15 ମିନିଟ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପାଣ୍ଡିଆନଙ୍କୁ ମୁଖ୍ୟ ଚିକିତ୍ସାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହିତ ଜନସାଧାରଣଙ୍କ ସେବା ଓ ଚିକିତ୍ସା ପାଇଁ ନିଆଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିବା ସୂଚନା ମିଳିଛି ।

ତେବେ ଗୁରୁବାର ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସହରରେ ଥିବା ବେଆଇନ ପାଥୋ କ୍ଲିନିକଗୁଡିକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ପ୍ରଶାସନିକ ଆଦେଶ ସତ୍ତ୍ବେ ବେଆଇନ କ୍ଲିନିକଗୁଡିକ ଚାଲିଥିଲା । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବି ପାଣ୍ଡିଆନଙ୍କ ଗସ୍ତକୁ ଆଖି ଆଗରେ ରଖି ଅନେକ ସମସ୍ୟାର ସମାଧାନ କରିଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଆଜି 5ଟି ସଚିବ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାକୁ ଗସ୍ତ କରିଛନ୍ତି।ବଲାଙ୍ଗୀରରୁ ରାସ୍ତା ମାର୍ଗରେ ସିଧାସଳଖ ଅଚାନକ ସୁବର୍ଣ୍ଣପୁରକୁ ପହଂଚିଥିଲେ।ଏନ ଏଚ ଏମ ନିର୍ଦେଶୀକାଙ୍କ ସହିତ କଡା ସୁରକ୍ଷା ବଳୟ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଣ୍ଡିଆନଙ୍କୁ ଚିକିତ୍ସାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ।ପାଣ୍ଡିଆନ ବୁଲି ଦେଖିବା ବେଳେ ପୋଲିସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭିତରକୁ ଛାଡି ଦେଇ ନ ଥିଲେ।

Body:ପାଣ୍ଡିଆନ ୱାର୍ଡଗୁଡିକ ପରିଦର୍ଶନ କରିବା ପରେ ମୁଖ୍ୟ ଚିକିତ୍ସାଳୟର ସମ୍ବିଳନୀ କକ୍ଷରେ ପ୍ରାୟ 15 ମିନିଟ ସମୀକ୍ଷା ବୈଠକ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପାଣ୍ଡିଆନଙ୍କୁ ବୈଠକରେ ମୁଖ୍ୟ ଚିକିତ୍ସାଳୟର ଅଭାବ ଅସୁବିଧା ସବୁ ଉପସ୍ଥାପନ କରିବା ସହିତ ଜନସାଧାରଣଙ୍କ ସେବା ଓ ଚିକିତ୍ସା ପାଇଁ ନିଆଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅଵଗତ କରିଥିବା ସୂଚନା ମିଳିଛି ।

Conclusion:ଆଜି ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସହରରେ ଥିବା ବେଆଇନ ପାଥୋ କ୍ଲିନିକଗୁଡିକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି।ଦୀର୍ଘ ଦିନରୁ ପ୍ରଶାସନିକ ଆଦେଶ ସତ୍ତ୍ୱେ ବେଆଇନ କ୍ଲିନିକ ଗୁଡିକ ଚାଲିଥିଲା ।ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବି ପାଣ୍ଡିଆନଙ୍କ ଗସ୍ତକୁ ଆଖି ଆଗରେ ରଖି ଅନେକ ସମସ୍ୟାର ସମାଧାନ କରିଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.