ETV Bharat / state

ଟ୍ରାକ୍ଟର ଓଲଟି ଦୁଇ ମୃତ

ସୁବର୍ଣ୍ଣପୁରରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁଇ ବ୍ୟକ୍ତି ମୃତ । ଅଧିକ ପଢ଼ନ୍ତୁ...

author img

By

Published : Jun 23, 2020, 2:40 AM IST

2 person died,  tractor overturned, ଟ୍ରାକ୍ଟର ଓଲଟି ଦୁଇ ମୃତ, subarnapur news, ଦୁଇ ବ୍ୟକ୍ତି ମୃତ, ସୁବର୍ଣ୍ଣପୁର ଖବର
ଟ୍ରାକ୍ଟର ଓଲଟି ଦୁଇ ମୃତ

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଏକ ଟ୍ରାକ୍ଟର ଓଲଟି ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ମାଣିକପୁର ଗାଁର ଶେଖର ଭୋଇ ଓ ସଞ୍ଜିବ ଭରାସାଗର ବୋଲି ଜଣାପଡିଛି ।

ଟ୍ରାକ୍ଟର ଓଲଟି ଦୁଇ ମୃତ

ସୂଚନା ଅନୁସାରେ ଉଭୟ ଟ୍ରାକ୍ଟରରେ ରୋଟାଭେଟର ଲଗାଇ ବିଲକୁ ହଳ କରିବାକୁ ଯାଉଥିଲେ । ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଗଲା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା‍ ଜଣା ପଡିଛି । ଘଟଣା ସ୍ଥଳକୁ ବୀରମହାରାଜପୁର ଦମକଳ ବାହିନି ପହଁଞ୍ଚି ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ଆଣିଥିଲେ। ପରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.