ETV Bharat / state

ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା, ଜଣେ ମୃତ - ଶ୍ୟାମ ଡିଆରଆଇ କାରଖାନା ସମ୍ବଲପୁର

ସମ୍ବଲପୁର ରେଙ୍ଗାଲିରେ ଥିବା ଶ୍ୟାମ ଡିଆରଆଇ କମ୍ପାନିରେ ପୁଣି ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ମୃତ । କମ୍ପାନି କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଶ୍ୟାମ ଡିଆରଆଇ କାରଖାନାରେ ଦୁର୍ଘଟଣା, ଜଣେ ମୃତ

author img

By

Published : Sep 23, 2021, 8:37 AM IST

ସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ଅଞ୍ଚଳରେ ଥିବା ଶ୍ୟାମ ଡିଆରଆଇ କମ୍ପାନିରେ ପୁଣି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି । ପୂର୍ବରୁ ନିରାପତ୍ତା ବ୍ୟବସ୍ଥାର ଅଭାବରୁ ଏହି କମ୍ପାନିରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ନଜର ରହି ଥିବାବେଳେ ଗତକାଲି(ବୁଧବାର) ପୁଣି ଏଭଳି ଦୁର୍ଘଟଣା ଘଟିଛି ।

ରେଙ୍ଗାଲି ବ୍ଲକ କତର ବଗା ଅଞ୍ଚଳର ରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘିଟିଛି । କମ୍ପାନିର କନଭେନର ବେଲରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ହସ୍ପିଟାଲ ପଠାଯାଇଛି ।

ହେଲେ କମ୍ପାନିରେ ଏଭଲି ଘଟଣା ନୁଆଁ ନୁହେଁ, ପୂର୍ବରୁ ଏହିଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ସବୁ ଦେଖି ମଧ୍ୟ ଚୁପ୍ ରହୁଥିବା ଅଭିଯୋଗ ହୋଇଛି l

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.