ETV Bharat / state

ବାରହା ଆକ୍ରମଣରେ ଜଣେ ମୃତ - Mahulpali police station news

ସମ୍ବଲପୁର ଜିଲ୍ଲା ମହୁଲିପାଲି ଥାନା ଅନ୍ତର୍ଗତ ଲନ୍ଦୁରଡିହି ଗ୍ରାମରେ ବାରହା ଆକ୍ରମଣରେ ଜଣେ ମୃତ । ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର
author img

By

Published : Oct 13, 2019, 8:24 PM IST

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ମହୁଳପାଲି ଅଞ୍ଚଳରେ ବାରହା ଆକ୍ରମଣରେ ଜଣେ ମୃତ । ମୃତକ ଜଣକ ହେଲେ ଲୁନ୍ଦୁରୁଡ଼ିହି ଗ୍ରାମର ବେଞ୍ଜାମିନ ବାଙ୍କର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଲୁନ୍ଦୁରୁଡ଼ିହି ଗ୍ରାମରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ 60 ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ନିଜ ଜମିକୁ ଧାନ ଦେଖିବାକୁ ଯିବା ସମୟରେ ଜଙ୍ଗଲୀ ବରାହ ହାବୁଡ଼ରେ ପଡିଯାଇଥିଲେ ।

ବରାହ ଆକ୍ରମଣରେ ତାଙ୍କର ଶରୀରର ଅଧିକାଂଶ କ୍ଷତ ହୋଇଥିବା ବେଳେ ଗୋଟିଏ ଗୋଡ ଛିଣ୍ଡି ଯାଇ ଶରୀରରେ ଲାଗିରହିଥିଲା । ବରାହ ଆକ୍ରମଣରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଚିଣ୍ଡା ମୁଖ୍ୟ ଚିକିତ୍ସାଲୟକୁ ଭର୍ତ୍ତି କରିଥିଲେ । କୁଚିଣ୍ଡା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଳପାଲି ଅଞ୍ଚଳରେ ବାରହା ଆକ୍ରମଣ ରେ ଜଣେ ମୃତ।Body: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ଲୁନ୍ଦୁରୁଡ଼ିହି ଗ୍ରାମରେ ଜଙ୍ଗଲୀ ବରାହ ଆକ୍ରମଣରେ ଜଣେ 60 ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧା ଜଣକ ନିଜ ଜମିକୁ ଧାନ ଦେଖିବାକୁ ଯିବା ସମୟରେ ଜଙ୍ଗଲୀ ବରାହ ହାବୁଡ଼ରେ ପଡିଯାଇଥଲେ। ବରାହ ଆକ୍ରମଣ ରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଚିଣ୍ଡା ମୁଖ୍ୟ ଚିକିତ୍ସା ଲୟ କୁ ଆଣିଥିଲେ। କିନ୍ତୁ କୁଚିଣ୍ଡା ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବରାହ ଆକ୍ରମଣରେ ତାଙ୍କର ଶରୀରର ଅଧିକାଂଶ କ୍ଷତ ହୋଇଥିବା ବେଳେ ଗୋଟିଏ ଗୋଡ ଛିଣ୍ଡି ଯାଇ ଶରୀରରେ ଲାଗିରହିଥିଲା।ବୃଦ୍ଧ ଜଣକ ଲୁନ୍ଦୁରୁଡ଼ିହି ଗାଁ ର ବେଞ୍ଜାମିନ ବାଙ୍କର ବୋଲି ଜଣା ପଡିଛି।Conclusion:ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ପାଇଁ କ୍ଷତି ପୂରଣ ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.