ETV Bharat / state

ୱେସ୍କୋ କର୍ମଚାରୀଙ୍କ ଦାଦାଗିରି, ଫଟାଇଲେ ଗ୍ରାହକଙ୍କ ମୁଣ୍ଡ

ସମ୍ବଲପୁରରେ ୱେସ୍କୋ କର୍ମଚାରୀ କରୁଛନ୍ତି ଦାଦାଗିରି । ବିଲ ସଂଗ୍ରହ କରିବାକୁ ଯାଇ ଗ୍ରାହକଙ୍କୁ ମାରପିଟ କରି ତାଙ୍କ ମୁଣ୍ଡ ଫଟାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

author img

By

Published : Oct 20, 2019, 6:43 AM IST

ୱେସ୍କୋ କର୍ମଚାରୀଙ୍କ ଦାଦାଗିରି, ପଠାଇଲେ ଗ୍ରାହକଙ୍କ ମୁଣ୍ଡ

ସମ୍ବଲପୁର: ବରେଇପାଲିରେ ଓ୍ଵେସ୍କୋ (WESCO) କର୍ମଚାରୀଙ୍କ ଦାଦାଗିରି। ଦିନ ଦ୍ବିପ୍ରହରେ ବରେଇପାଲି ଅଞ୍ଚଳର ଜଣେ ଦୋକାନୀଙ୍କଠାରୁ ବିଜୁଳି ବିଲ୍‌ ସଂଗ୍ରହ କରିବାକୁ ଯାଇଥିବା କିଛି ଓ୍ଵେସ୍କୋ କର୍ମଚାରୀ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ଅଇଁଠାପାଲି ଥାନାରେ ।

ଆଶିଷ କୁମାର ଗୁପ୍ତା ନାମକ ଜଣେ ଦୋକନୀଙ୍କ କିଛି ପୁରୁଣା ବିଜୁଳି ବିଲ୍‌ ବକେୟା ରହିଥିଲା । ଶନିବାର ଦିନ ପ୍ରାୟ 11ଟା ସମୟରେ କିଛି ଓ୍ବେସ୍କୋ କର୍ମଚାରୀ ତାଙ୍କ ଦୋକାନକୁ ବିଲ୍‌ ସଂଗ୍ରହ କରିବାକୁ ଯାଇଥିଲେ । ପ୍ରାୟ 20 ରୁ 25 ଜଣ ତାଙ୍କ ଦୋକାନ ଭିତରକୁ ପଶିବାରୁ ସେମାନଙ୍କୁ ବାରଣ କରିଥିଲେ ଆଶିଷ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲା ।

ଯାହାପରେ କିଛି ଓ୍ଵେସ୍କୋ କର୍ମଚାରୀ ଆଶିଷକୁ ନିର୍ଦ୍ଧୁମ ମାଡ ମାରିବା ସହ ତାଙ୍କ ମୁଣ୍ତରେ ଏକ ବୋତଲ ମାରି ଥିବାର ଅଭିଯୋଗ କରିଛନ୍ତି ଆଶିଷ । ତେବେ ବିଲ୍‌ ସଂଗ୍ରହ ପାଇଁ ଆସିଥିବା କିଛି ଯୁବକଙ୍କ ନାମରେ ପୁର୍ବରୁ ଅଇଁଠାପାଲି ଥାନାରେ ସଙ୍ଗିନ ମାମଲା ରହିଥିବା ଅଭିଯୋଗ କରିଛନ୍ତି ଆଶିଷ । ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ବକେୟା ଟଙ୍କା ଅସୁଲି ପାଇଁ ଅସାମାଜିକ ଯୁବକଙ୍କୁ ବ୍ୟବହାର କରୁଥିବା ନେଇ ୱେସ୍କୋ ନାଁରେ ପୂର୍ବରୁ ଅଭିଯୋଗ ହୋଇ ଆସୁଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ୱେସ୍କୋ କର୍ମଚାରୀଙ୍କ ଦଦ୍ଦଗିରି।ବୋତଳରେ ଗ୍ରାହକ ଙ୍କ ମୁଣ୍ଡ ଫଟେଇଥିବା ଥାନାରେ ଅଭିଯୋଗ।Body:ସମ୍ବଲପୁର ବରେଇପାଲିରେ ଓ୍ଵେସ୍କୋ କର୍ମଚାରୀ ଙ୍କ ଦାଦା ଗିରି। ଦିନ ଦୁଇ ପହ ରେ ବରେଇପାଲି ଅଂଚଳ ର ଜଣେ ଦୋକାନି କୁ ଇଲେକ୍ଟ୍ରି ବିଲ ସଂଗ୍ରହ କରି ଯାଇଥିବା କିଛି ଓ୍ଵେସ୍କୋ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି ଅଇଁଠାପାଲି ଥାନାରେ । ଅଶିଷ କୁମାର ଗୁପ୍ତା ନାମକ ଜଣେ ଦୋକନୀ ଙ୍କ କିଛି ପୁରୁଣା ଇଲେକ୍ଟ୍ରି ବିଲ ବକେଇ ରହିଥିଲା । ଆଜି ଦିନ ପ୍ରାୟ ୧୧ ଟା ସମୟରେ କିଛି ଓ୍ବେସ୍କୋ କର୍ମଚାରୀ ତାଙ୍କ ଦୋକାନ କୁ ବିଲ ସଂଗ୍ରହ କରିବାକୁ ଯାଇଥିଲେ । ପ୍ରାୟ ୨୦ ରୁ ୨୫ ଜଣ ତାଙ୍କ ଦୋକାନ ଭିତରକୁ ପଶିବାରୁ ତାଙ୍କ ବାରଣ କରିଥିଲେ ଆଶିଷ । ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ କଥା କଟା କଟି ପରେ ହାତା ହାତି ହୋଇଥିଲା । କିଛି ଓ୍ଵେସ୍କୋ କର୍ମଚାରୀ ଆଶିଷ କୁ ନିର୍ଧୁମ ମାଡ ମାରିବା ସହ ତାଙ୍କ ମୁଣ୍ତରେ ଏକ ବୋତଳ ମାରି ଥିବା ର ଅଭିଯୋଗ କରିଛନ୍ତି ଆଶିଷ । ଏପରି କି ବିଲ ସଂଗ୍ରହ କରି ଅାସିଥିବା କିଛି ଯୁବକ ଙ୍କ ନାମରେ ପୁର୍ବରୁ ଅଇଁଅପାଲି ଥାନା ସଂଙ୍ଗିନ ମାମଲା ରହିଥିବା ଅଭିଯୋଗ କରିଛନ୍ତି ଆଶିଷ । ଏନେଇ ଅଇଁଠାପାଲି ଥାନାରେ ଏକ ମାମାଲା ରୁଜୁ କରାଯାଈଛି । Conclusion:ବକେୟା ଟଙ୍କା ଅସୁଲି ପାଇଁ ଅସାମାଜିକ ଯୁବକଙ୍କୁ ବ୍ୟବହାର କରୁଥିବା ୱେସ୍କୋ ନାଁରେ ପୂର୍ବରୁ ଅଭିଯୋଗ ହୋଇଆସୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.