ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ କରି 12 ଗିରଫ

author img

By

Published : Mar 31, 2020, 9:59 PM IST

ବିଭିନ୍ନ ସ୍ଥାନରେ ଲକଡାଉନ ସ୍ଥିତିର ଉଲ୍ଲଂଘନ କରିଥିବା ଅଭିଯୋଗରେ ସମ୍ବଲପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଧିକ ପଢନ୍ତୁ...

ଲକଡାଉନ ନିୟମ ଉଲଙ୍ଘନ କରି 12 ଗିରଫ
ଲକଡାଉନ ନିୟମ ଉଲଙ୍ଘନ କରି 12 ଗିରଫ

ସମ୍ବଲପୁର: ଜିଲ୍ଲାରେ ଲକଡାଉନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲକଡାଉନ ସ୍ଥିତିର ଉଲ୍ଲଂଘନ କରିଥିବା ଅଭିଯୋଗରେ ସମ୍ବଲପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଲକଡାଉନ ନିୟମ ଉଲଙ୍ଘନ କରି 12 ଗିରଫ

ମଙ୍ଗଳବାର ସମ୍ବଲପୁର ପୋଲିସ ଲକଡାଉନ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଭିନ୍ନ ଥାନାରେ 9ଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି 12 ଜଣକୁ ଗିରଫ କରିବା ସହ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛି।

ବେଆଇନ ମଦ ବିକ୍ରୀ, ଗୁଜବ ସୃଷ୍ଟି କରିବା, ବିନା କାରଣରେ ବାଇକରେ ବୁଲିବା, ଲକଡାଉନ ସମୟରେ ପୋଖରୀ ଖୋଳିବା ପରି ମାମଲା ରୁଜ୍ଜୁ କରିଛି ପୋଲିସ। ଏହି ମାମଲାରେ ଗୋଟିଏ କାର, 4 ଟି ଟ୍ରାକ୍ଟର, ଗୋଟିଏ ଜେସିବି, 5ଟି ବାଇକ ଓ ବେଆଇନ ମଦ ଜବତ କରାଯାଇଛି ।

ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ମହାନଗର ଅଞ୍ଚଳରେ ସମାଜିକ ଦୂରତ୍ବ ବଜାୟ ରଖି ହିତାଧିକାରୀଙ୍କୁ ପିଡିଏସ ବଣ୍ଟନ ଜାରି ରହିଥିବା ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.