ETV Bharat / state

ପଥ ପ୍ରାନ୍ତ ନାଟକରେ ଟ୍ରାଫିକ ସଚେତନତା - traffic awarness by sambalpur police

ଆଜି ହେଉଛି ସଡକ ସୁରକ୍ଷା ସପ୍ତାହର ଶେଷ ଦିନ। ଏହି କ୍ରମରେ ସମ୍ବଲପୁର ଜେଲ ଛକରେ ଶୁକ୍ରବାର ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଟ୍ରାଫିକ ନୀତି ନିୟମ ନେଇ ସଚେତନତା ସୃଷ୍ଟି କରଯାଇଛି।

traffic awarness in sambalpur
ଟ୍ରାଫିକ ସଚେତନତା
author img

By

Published : Jan 17, 2020, 9:57 PM IST

ସମ୍ବଲପୁର: ଆଜି ହେଉଛି ସଡକ ସୁରକ୍ଷା ସପ୍ତାହର ଶେଷ ଦିନ। ଚଳିତ ସଡକ ସୁରକ୍ଷା ସପ୍ତାହରେ ପ୍ରତ୍ୟେକ ଦିନ ସମ୍ବଲପୁର ପୋଲିସ ତରଫରୁ ଅଭିନଵ ଉପାୟରେ ଟ୍ରାଫିକ ସଚେତନତା ଅଭିଯାନ ଜାରି ରହିଥିଲା। ଏହି କ୍ରମରେ ସମ୍ବଲପୁର ଜେଲ ଛକରେ ଶୁକ୍ରବାର ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଟ୍ରାଫିକ ନୀତି ନିୟମ ନେଇ ସଚେତନତା ସୃଷ୍ଟି କରଯାଇଛି।

ଟ୍ରାଫିକ ସଚେତନତା

ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ମଣ୍ଡପ ତରଫରୁ ହୋଇଥିବା ଏହି ପଥ ପ୍ରାନ୍ତ ନାଟକରେ ଆଜିକାର ଯୁବପୀଢ଼ି କିପରି ମାଦକ ଦ୍ରବ୍ୟ ସେବନ କରି ଟ୍ରାଫିକ ନିୟମକୁ ବେଖାତିର କରି ଦୁର୍ଘଟଣାର ଶିକାର ହେଉଛନ୍ତି ସେନେଇ ବାର୍ତ୍ତା ଦିଆଯାଇଥିଲା।

ଏହି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରର ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ଆଜି ହେଉଛି ସଡକ ସୁରକ୍ଷା ସପ୍ତାହର ଶେଷ ଦିନ।ଚଳିତ ସଡକ ସୁରକ୍ଷା ସପ୍ତାହରେ ପ୍ରତ୍ୟେକ ଦିନ ସମ୍ବଲପୁର ପୋଲିସ ତରଫରୁ ଅଭିନଵ ଉପାୟରର ଟ୍ରାଫିକ ସଚେତନତା ଅଭିଯାନ ଜାରି ରହିଥିଲା।

Body:ଏହି କ୍ରମରେ ସମ୍ବଲପୁର ଜେଲ ଛକରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଟ୍ରାଫିକ ନୀତି ନିୟମ ନେଇ ସଚେତନତା ସୃଷ୍ଟି କରଯାଇଛି।ସମ୍ବଲପୁର ର ଅଦୃଶ୍ୟ ନାଟ୍ୟ ମଣ୍ଡପ ତରଫରୁ ହୋଇଥିବା ଏକ ପଥ ପ୍ରାନ୍ତ ନାଟକ ରେ ଆଜିକାର ଯୁବପୀଢ଼ି କିପରି ମାଦକ ଦ୍ରବ୍ୟ ସେବନ କରି ଟ୍ରଫିକ ନିୟମକୁ ବେଖାତିର କରି ଦୁର୍ଘଟଣା ର ଶିକାର ହେଉଛନ୍ତି ସେନେଇ ବାର୍ତା ଦିଆ ଯାଇଥିଲା।

Conclusion:ଏହି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ସମ୍ବଲପୁର ର ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।

ବାଇଟ-1-ଅମରେଶ ପଣ୍ଡା,ଅତିରିକ୍ତ ଏସପି।ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.