ETV Bharat / state

ସୋମବାର ଠାରୁ ସମ୍ବଲପୁରରେ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ - The process of buying rabi paddy has started in Sambalpur

ସୋମବାର ଠାରୁ ସମ୍ବଲପୁରରେ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ । ପ୍ରଥମ ଦିନରେ 101 ଜଣ ଚାଷୀଙ୍କ ଠାରୁ 20 ହଜାର ପକେଟ ଧାନ ସଂଗ୍ରହ । ଅଧିକ ପଢନ୍ତୁ....

The process of buying rabi paddy has started in Sambalpur
ସୋମବାର ଠାରୁ ସମ୍ବଲପୁରରେ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ
author img

By

Published : May 11, 2020, 8:58 PM IST

ସମ୍ବଲପୁର : ସୋମବାର ଠାରୁ ସମ୍ବଲପୁରରେ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି । ସମ୍ବଲପୁରର ଜଳସେଚିତ ଅଞ୍ଚଳର ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ ଡାଉନ ଜନିତ ଶ୍ରମିକ ସମସ୍ୟା ଭିତରେ ବିଭିନ୍ନ ମଣ୍ଡିରେ ଚାଷୀମାନେ ନିଜ ନିଜ ଅମଳ ଧାନ ଧରି ମଣ୍ଡିକୁ ବିକ୍ରି କରିବାକୁ ଆଣିଥିଲେ।

ସୋମବାର ଠାରୁ ସମ୍ବଲପୁରରେ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ

ତେବେ କେତେକ ସ୍ଥାନରେ ଧାନ କ୍ରୟ ପ୍ରକ୍ରିୟାରେ ଅସୁବିଧା ଥିବାର ଚାଷୀ ଅଭିଯୋଗ କରିଛନ୍ତି । ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ମୋଟ 47 ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି। ପ୍ରଥମ ଦିନରେ 101 ଜଣ ଚାଷୀଙ୍କ ଠାରୁ 20 ହଜାର ପକେଟ ଧାନ ସଂଗ୍ରହ କରାଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

rabi paddy
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.