ETV Bharat / state

ଅସାମାଜିକ ଯୁବକଙ୍କ ଦବଙ୍ଗଗିରି , 3 ଗିରଫ

ଧମା ଅନ୍ତର୍ଗତ ଦଧିବାମନ ହୋଟେଲରେ ପସି ଧମକ ଦେଇ କାଉଣ୍ଟରରୁ ଜବରଦସ୍ତ କିଛି ଯୁବକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହା ସହ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଏହି ଯୁବକମାନେ । ଏହି ଘଟଣାରେ 3ଜଣଙ୍କୁ ଗିରଫ କରିଛି ଧମା ପୋଲିସ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 26, 2019, 5:10 PM IST

ସମ୍ବଲପୁର: ଦିନ ଦ୍ବିପହରରେ ଚାଲିଛି ଦବଙ୍ଗଗିରି । ଧମା ଅନ୍ତର୍ଗତ ଦଧିବାମନ ହୋଟେଲରେ ପସି ଧମକ ଦେଇ କାଉଣ୍ଟରରୁ ଜବରଦସ୍ତ କିଛି ଯୁବକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହା ସହ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି ଧମା ପୋଲିସ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ସେମାନେ ହେଲେ ସମ୍ବଲପୁର ଜିଲ୍ଲା ମାଳତୀ ଗୁଂଢ଼େରପୁରର ଆନନ୍ଦ ନାୟକ, କୁଲଥକାନୀର ଶଶୀ ସ୍ବରୁପ ଏକ୍କା ଓ ଗୋପାଲମାଲର ପ୍ରଦୀପ ଯାଦବ । ସମ୍ବଲପୁର ସଦର SDPOଙ୍କ ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ସମ୍ବଲପୁରର 3ଜଣ ଅସାମାଜିକ ଯୁବକ ଗୋଟିଏ ବାଇକରେ ଆସି ପ୍ରଥମେ ପେଟ୍ରୋଲ ପମ୍ପରେ ଚଙ୍କା ଦିଆନିଆକୁ କେନ୍ଦ୍ର କରି ଝଗଡା କରିଥିଲେ । ପରେ ଭଙ୍ଗାରୁଜା ଓ ତା'ପରେ ପାଖରେ ଥିବା ଦଧିବାମନ ହୋଟେଲରେ ପସି ଟଙ୍କା ଲୁଟି ନେଇ ପଳାଇଥିଲେ ।

ଖବର ପାଇ ଧମା ପୋଲିସ 3ଜଣଙ୍କୁ ରାସ୍ତାରୁ କାବୁ କରି ତାଙ୍କ ଠାରୁ ଲୁଟ ହୋଇଥିବା 8ହଜାର 5ଶହ ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି । ସମ୍ବଲପୁର ଏସଡିପିଓ ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.