ETV Bharat / state

କୋରୋନା ଗାଇଡଲାଇନ ସହ ଖୋଲିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ - ସମ୍ବଲପୁର ବିଶ୍ଵବିଦ୍ୟାଳୟ

ସମ୍ପୂର୍ଣ୍ଣ କୋରୋନା କଟକଣା ସହ ଆଜିଠୁ ଖୋଲିଲା ସମ୍ବଲପୁର ବିଶ୍ବବିଦ୍ୟାଳୟ। କୋରୋନା ମହାମାରୀ ଯୋଗଁ ଦୀର୍ଘ 10 ମାସ ହେଲା ବନ୍ଦ ରହିଥିଲା ବିଶ୍ବବିଦ୍ୟାଳୟ । ଅଧିକ ପଢନ୍ତୁ...

sambalpur-university-open-over-covid19-guideline
କୋରୋନା ଗାଇଡଲାଇନ ସହ ଖୋଲିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ
author img

By

Published : Jan 11, 2021, 7:14 PM IST

ସମ୍ବଲପୁର: ଆଜିଠୁ ଖୋଲିଲା ସମ୍ବଲପୁର ବିଶ୍ବବିଦ୍ୟାଳୟ। କୋରୋନା ମହାମାରୀ ଯୋଗଁ ଦୀର୍ଘ 10 ମାସ ହେଲା ବନ୍ଦ ରହିଥିଲା ସମ୍ବଲପୁର ବିଶ୍ବବିଦ୍ୟାଳୟ । ସମସ୍ତ ପ୍ରକାରର କୋଭିଡଗାଇଡ ଲାଇନ ସହ ଖୋଲାଯାଇଛି ।

କୋରୋନା ଗାଇଡଲାଇନ ସହ ଖୋଲିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ

ସାରା ରାଜ୍ୟରେ 10 ମାସ ବନ୍ଦ ହୋଇ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିଛି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ମଧ୍ୟ ଆଜି ଖୋଲିଛି । ଦୀର୍ଘ ଦିନ ପରେ ସମ୍ବଲପୁର ଜ୍ୟୋତିବିହାରରେ ଛାତ୍ରଛାତ୍ରୀଙ୍କ ପାଦ ପଡ଼ିଛି। ତେବେ ପ୍ରଥମ ଦିନରେ ମାତ୍ର 30 ରୁ 40 ପ୍ରତିଶତ ଛାତ୍ରଛାତ୍ରୀ ଆସିଥିବା କୁଳପତି ଦୀପକ କୁମାର ବେହେରା ସୂଚନା ଦେଇଛନ୍ତି।ଏଥିପାଇଁ ବିଶ୍ବବିଦ୍ୟାଳୟର ସବୁ ବିଭାଗର ମୁଖ୍ୟଙ୍କ ସହ କୁଳପତି ଆଲୋଚନା କରିବା ସହ ବିଶ୍ବ ବିଦ୍ୟାଳୟ ଖୋଲିବା ନେଇ ସମୀକ୍ଷା କରିଥିଲେ। ବିଶ୍ବ ବିଦ୍ୟାଳୟରେ ସମସ୍ତପ୍ରକାରର କାର୍ଯ୍ୟକ୍ରମ କୋଭିଡ ନୀତି ନିୟମ ଭିତରେ ହେବ ବୋଲି କୁଳପତି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.