ETV Bharat / state

ଶାସନ ରାଗିଂ ଘଟଣା: ତିନି ଅଭିଯୁକ୍ତ କୋର୍ଟରେ ହାଜର - ଜୁଭେନାଇଲ କୋର୍ଟ

ସମ୍ବଲପୁର ଶାସନସ୍ଥିତ ଘରୋଇ କଲେଜରେ ହୋଇଥିବା ଛାତ୍ର ନିର୍ଯ୍ୟାତନା ଘଟଣାରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିଛି । ଗୁରୁବାର ଜୁଭେନାଇଲ କୋର୍ଟରେ ତିନି ଛାତ୍ର ହାଜର ହୋଇଥିବାବେଳେ ଜଣେ ଛାତ୍ର ବର୍ତ୍ତମାନ ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 19, 2019, 9:28 PM IST

ସମ୍ବଲପୁର: ଦୁଇଦିନ ପରେ ଚେତିଲା ପ୍ରଶାସନ । ଶାସନ ସ୍ଥିତ ଘରୋଇ କଲେଜ ଛାତ୍ର ନିର୍ଯ୍ୟାତନା ଘଟଣାର 3 ଜଣ ନାବାଳକ ଅଭିଯୁକ୍ତଙ୍କୁ ଗୁରୁବାର ଜିଲ୍ଲା ଜୁଭେନାଇଲ କୋର୍ଟରେ ପୋଲିସ ହାଜର କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତିନି ଛାତ୍ରଙ୍କୁ କୋର୍ଟରେ ହାଜର କରିଥିବା ବେଳ ଫେରାର ଥିବା ଛାତ୍ର ତାକୁ ସମନ ଜାରି କରାଯାଇଛି । ଗତ ଶନିବାର ରାତିରେ ଶାସନ ସ୍ଥିତ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା । ଛାତ୍ରଙ୍କର 4ଜଣ ସହପାଠୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେଵେ ନିର୍ଯ୍ୟାତିତ ଛାତ୍ରଙ୍କ ପରିବାର ଲୋକ ଏ ଘଟଣା ସମ୍ପକରେ ଜାଣିବା ପରେ ଶାସନ ଥାନାରେ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ ପୀଡିତ ଛାତ୍ରଙ୍କ ସହ ସମ୍ବଲପୁର ଏସପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥଲେ ।

ତେବେ ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା । ବୁଧବାର ପୋଲିସ କଲେଜକୁ ପହଞ୍ଚି ତଦନ୍ତ କରିଥିଲା । ପୋଲିସ ଗୁରୁବାର ସନ୍ଧ୍ୟାରେ ତିନି ଜଣ ଛାତ୍ରଙ୍କୁ ସମ୍ବଲପୁର ଜୁଭେନାଇଲ କୋର୍ଟରେ ହାଜର କରିଥିବା ବେଳେ ଜଣେ ଅଭିଯୁକ୍ତ ଛାତ୍ର ଫେରାର ଥିବା ସୂଚନା ମିଳିଛି । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଶାସନ ସ୍ଥିତ ବେଦିକ କଲେଜ ଛାତ୍ର ନିର୍ଯ୍ୟାତନା ଘଟଣାର 3 ଜଣ ନାବାଳକ ଅଭିଯୁକ୍ତ ଙ୍କୁ ଆଜି ସମ୍ବଲପୁର ଯୁଭେନାଇଲ କୋର୍ଟ ରେ ପୋଲିସ ହାଜର କରିଛି।ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି।Body:ସମ୍ବଲପୁର ବେଦିକ କଲେଜ ଛାତ୍ର ଙ୍କୁ ମାଡ ଘଟଣା ରେ ପୋଲିସ ତିନି ଜଣ ଛାତ୍ର ଙ୍କୁ ଆଜି ସମ୍ବଲପୁର ଜୁଭେନାଲ କୋଟ ରେ ହାଜର କରଛି ।ତେବେ ଆଉ ଜଣେ ଛାତ୍ର ଫେରାର ଥିବା ବେଳେ ତାକୁ ସମନ ନୋଟିସ ଜାରି କରଯାଇଛି । ଗତ ଶନିବାର ରାତ୍ରିରେ ଶାସନ ସ୍ଥିତ ବେଦିକ ଘରୋଇ କଲେଜ ରେ ଜଣେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା ।ଜଣେ ଛାତ୍ରଙ୍କର 4ଜଣ ସହପାଠି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଆକ୍ରମଣ କରିଥିଲେ । ତେଵେ ଆକ୍ରମଣ ହୋଇଥିବା ଛାତ୍ର ଙ୍କ ପରିବାର ଲୋକ ଏ ଘଟଣା ସମ୍ପକରେ ଜାଣିବା ପରେ ଶାସନ ଥାନାରେ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ ପୀଡିତ ଛାତ୍ରଙ୍କ ସହ ସମ୍ବଲପୁର ଏସପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥଲେ । ତେବେ ଏହି ଘଟଣା ର ତଦନ୍ତ ପାଇଁ ଅତିରିକ୍ତ ଏସପି ଙ୍କୁ ଦ୍ବାୟୀତ୍ବ ଦିଆଯାଇଥିଲା । ଗତକାଲି ପୋଲିସ କଲେଜ କୁ ପହଞ୍ଚି ତଦନ୍ତ କରିଥିଲେ । ପୋଲିସ ଆଜିସନ୍ଧ୍ୟାରେ ତିନି ଜଣ ଛାତ୍ର ଙ୍କୁ ସମ୍ବଲପୁର ଜୁଭେନାଲ କାେର୍ଟ ରେ ହାଜର କରିଥିବା ବେଳେ ଜଣେ ଅଭିଯୁକ୍ତ ଛାତ୍ର ଫେରାର ଥିବା ସୂଚନା ମିଲିଛି ।Conclusion:ଅନ୍ୟପଟେ କଲେଜ କତ୍ତୃପକ୍ଷ ଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.