ETV Bharat / state

ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁର ରେଳ ଷ୍ଟେସନ

author img

By

Published : Aug 28, 2019, 4:30 PM IST

ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁରରର କ୍ଷେତରାଜପୁର ରେଳ ଷ୍ଟେସନ। ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ଥରେ ମାତ୍ର ବ୍ୟବହୃତ ପ୍ଲାଷ୍ଟିକ ଉପରେ ରୋକ ଲଗାଯାଇଛି।  ସମ୍ବଲପୁର ଷ୍ଟେସନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା  ଏହି ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପ୍ଲାଷ୍ଟିକ ଫ୍ରି ହେଲା ସମ୍ବଲପୁରରର କ୍ଷେତରାଜପୁର ରେଳ ଷ୍ଟେସନ। ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଛି । ବୁଧବାର ସମ୍ବଲପୁର ଷ୍ଟେସନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା ଏହି ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବୁଧବାର ଠାରୁ ସମ୍ବଲପୁର ରେଳ ଷ୍ଟେସନରେ ସିଙ୍ଗିଲ ୟୁଜ (ଥରେ ମାତ୍ର ବ୍ୟବହୃତ) ପ୍ଲାଷ୍ଟିକ ଉପରେ ରୋକ ଲଗାଯାଇଛି। ତେବେ ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଲୋକଙ୍କୁ ଏହାର ବ୍ୟବହାର କ୍ଷତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନରେ ଥିବା ସମସ୍ତ ଭେଣ୍ଡର ଓ ଯାତ୍ରୀ ମାନଙ୍କୁ ମଧ୍ୟ ସଚେତନତା ପୂର୍ବକ ଏକ ବ୍ୟାଚ ପିନ୍ଧାଯାଇଛି।

ଏହାଛଡା ଷ୍ଟେସନରେ ଏକ ୟୁରୋ ପେକ ବୋଟଲ କ୍ରସର ୟୁନିଟ ମେସିନର ମଧ୍ୟ ଶୁଭାରମ୍ଭ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆରଏମଙ୍କ ସହ ରେଳବାଇର ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:ପ୍ଲାଷ୍ଟିକ ଫ୍ରି ଷ୍ଟେସନ ହେଲା ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ। ଆଜିଠୁ ସମ୍ବଲପୁର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା ରୋକ।ଆଜି ସମ୍ବଲପୁର ଷ୍ଟେସନ ରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ସମ୍ବଲପୁର ଡି ଆର ଏମ ଜୟଦୀପ ଗୁପ୍ତା।

Body:ସମ୍ବଲପୁର ରେଳଷ୍ଟେସନ ଆଜିଠୁ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଉପରେ ରୋକ ଲଗାଯାଇଛି। ଆଜି ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିବା ସହ ଲୋକଙ୍କୁ ଏହାର ବ୍ୟବହାର ର ଭୟାବହାତା ନେଇ ଲୋକଙ୍କୁ ଅବଗତ କରାଯାଇଛି। ଏହା ସହି ଆଜି ଷ୍ଟେସନରେ ଏକ ୟୁରୋ ପେକ ବୋଟଲ କ୍ରସର ୟୁନିଟ ମେସିନ ର ମଧ୍ୟ ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଡିଆରଏମ ସହ ରେଳବାଇର ବାରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଛାତ୍ରଛାତ୍ରୀ ସାମିଲ ହୋଇ ସଚେତନତା କରିଥିଲେ।

Conclusion:ସମ୍ବଲପୁର ରେଳ ଷ୍ଟେସନରେ ଥିବା ସମସ୍ତ ଭେଣ୍ଡର ଓ ଯାତ୍ରୀ ମାନଙ୍କୁ ମଧ୍ୟ ସଚେତନତା ପୂର୍ବକ ଏକ ବ୍ୟାଚ ପିନ୍ଧାଯାଇଥିଲା।

ବାଇଟ-1-ଜୟଦୀପ ଗୁପ୍ତା, ଡି ଆର ଏମ, ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.