ETV Bharat / state

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

fir in police station
ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ
author img

By

Published : Jul 10, 2020, 6:11 PM IST

Updated : Jul 10, 2020, 7:20 PM IST

ସମ୍ବଲପୁର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ବ୍ୟବସାୟୀଙ୍କୁ ଅପହରଣ ଘଟଣା

ଆଜି (ଶୁକ୍ରବାର) ସେ ତାଙ୍କର ଡ୍ରାଇଭର ସହ ନିଜ କାରରେ ଯାଉଥିବା ବେଳେ ଶାସନ ଛକରେ କୌଣସି କାମରେ ଅଟକି ଥିଲେ ଆଉ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ନିକଟସ୍ଥ ଅଞ୍ଚଳକୁ ପଠାଇଥିଲେ ।

fir in police station
ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଏହି ସମୟରେ ସେ କାରରେ ଏକୁଟିଆ ଥିବା ଦେଖି କିଛି ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଶାସନ ଥାନାରେ ଅଭିଯୋଗ ହୋଇଛି । ଏନେଇ ଖବର ପାଇବା ପରେ ସମ୍ବଲପୁର ଏସପି ଘଟଣାସ୍ଥଳ ପରିଦର୍ଶନ କରି ଅଧିକ ତଦନ୍ତ ଚଳାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 10, 2020, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.