ETV Bharat / state

ରେଢାଖୋଲ ପାଇଁ ନାମାଙ୍କନ ଦାଖଲ କଲେ ରୋହିତ ପୂଜାରୀ

ରେଢାଖୋଲ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କ ନାମାଙ୍କନ ଦାଖଲ । ସାମିଲ ଥିଲେ ହଜାର ହଜାର ସମର୍ଥକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 2, 2019, 10:23 PM IST

ସମ୍ବଲପୁର: ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ । ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ଆସି ସେ ନାମାଙ୍କନ ଦାଖଲ କରିଥିଲେ । ଏଥିରେ ସମ୍ଵଲପୁର ଲୋକସଭା ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପ୍ରଥମେ ରେଢ଼ାଖୋଲ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାମାଙ୍କନ ଦାଖଲ କରିଥିଲେ । ସେହିପରି ବିନା ଶୋଭାଯାତ୍ରାରେ ଏକ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର । ତେବେ ପୁଣି ସେ ଆସନ୍ତା 4 ତାରିଖରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

2875814
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ
କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.