ETV Bharat / state

ସମ୍ବଲପୁରରେ 2 ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ସମ୍ବଲପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବାବେଳେ 2 ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ......

road accident
ସମ୍ବଲପୁରରେ ସଡକ ଦୁର୍ଘଟଣା
author img

By

Published : Feb 9, 2020, 9:10 PM IST

ସମ୍ବଲପୁର: ସମ୍ବଲପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । 2 ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଅନ୍ଧାରିପତ୍ରାର ତିନି ଜଣ ଯୁବକ ଏକ ବାଇକରେ ବୁର୍ଲା ପଟୁ ଗୋଡ଼ଭାଗା ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବାଇକରେ ଦୁଇ ଜଣ ଯୁବକ ଗୋଡ଼ଭାଗା ପଟୁ ବୁର୍ଲା ଅଭିମୁଖେ ଆସୁଥିଲେ । ଫଳରେ 2 ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସମ୍ବଲପୁରରେ ସଡକ ଦୁର୍ଘଟଣା

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଡ଼ଭଗା ନିକଟରେ 2 ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା।ଏହି ଦୁର୍ଘଟଣା ରେ ଜଣେ ମୃତ ହୋଇଥିବା ବେଳେ 2 ଗୁରୁତର ଆହତ।Body:ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ଅନ୍ଧାରିପତ୍ରା ଗ୍ରାମ ର ତିନି ଜଣ ଯୁବକ ଏକ ବାଇକରେ ବୁର୍ଲା ପଟୁ ଗୋଡ଼ଭାଗା ଅଭିମୁଖେ ଯାଉଥିବା ବେଳେ ଆଉ ଏକ ବାଇକରେ ଦୁଇ ଜଣ ଯୁବକ ଗୋଡ଼ଭାଗା ପଟୁ ବୁର୍ଲା ଅଭିମୁଖେ ଆସୁଥିଲେ। ଏହି ସମୟରେ ଗୋଡ଼ଭାଗା ଛକ ନିକଟରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକା ହେବାରୁ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିଲା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା ।ଘଟଣା ସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି।ଶବ କୁଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡ଼ିକାଲ କୁ ପଠା ଇଥିଲା ଆଉ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ରୁ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।Conclusion:ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.