ETV Bharat / state

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର

ବୁର୍ଲା ନିକଟରେ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍କ । ଦୁର୍ଘଟଣାରେ ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର । ଅଧିକ ପଢନ୍ତୁ...

author img

By

Published : Feb 4, 2020, 10:42 AM IST

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ
ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ଜିଲ୍ଲାର ବୁର୍ଲା ଓଭର ବ୍ରିଜ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା। ବୁଲବୁଲ ନାମକ ଏକ ଯାତ୍ରୀବାହୀ ବସ ବୁର୍ଲାକୁ ପ୍ରବେଶ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା ।

ଦୁର୍ଘଟଣାରେ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବସରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବୁର୍ଲା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ

ତେବେ ଡ୍ରାଇଭର ଓ କଣ୍ଡକ୍ଟରକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଛି । ଏହି ବସରେ ପ୍ରାୟ 25 ଜଣ କୋରାପୁଟ ମେଡିକାଲ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ନିକଟରେ ଯାତ୍ରୀବାହୀ ବସ କୁ ଧକ୍କା ଦେଲା ଟ୍ରକ। 10 ଆହତ ସୂଚନା।Body:ସମ୍ବଲପୁର ଜିଲ୍ଲା ର ବୁର୍ଲା ଓଭର ବ୍ରିଜ ନିକଟରେ ଯାତ୍ରୀବାହୀ ବସ କୁ ଧକ୍କା ଦେଲା ଟ୍ରକ। ବୁଲବୁଲ ନାମକ ଏକ ଯାତ୍ରୀବାହୀ ବସ ବୁର୍ଲାକୁ ପ୍ରବେଶ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକା ଦେଇଥିଲା।ଫଳରେ ବସ ଟି ଓଲଟି ପଡିଥିଲା ଓ ବସ ରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିଲେ। ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଘଟଣା ସ୍ଥଳରେ ବୁର୍ଲା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲ କୁ ଚିକିତ୍ସା ପାଇଁ ପଠାଇ ଛନ୍ତି।ଡ୍ରାଇଭର ଓ କଣ୍ଡକ୍ଟର କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡିଦିଆଯାଇଛି ।ଏହି ବସ ରେ ପ୍ରାୟ 25 ଜଣ କୋରାପୁଟ ମେଡ଼ିକାଲ କଲେଜ ଛାତ୍ର ଛାତ୍ରୀ ଥିବା ଜଣାପଡିଛି।Conclusion:ତେବେ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.