ETV Bharat / state

ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ - ବୁର୍ଲା ଭିସୁଟ୍‌ରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ । ଚତୁର୍ଥ ବର୍ଷର ଛାତ୍ର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ
ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ
author img

By

Published : Nov 24, 2022, 1:37 PM IST

Updated : Nov 24, 2022, 4:59 PM IST

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି(Ragging allegation in Sambalpur Burla VSSUT ) । ଏନେଇ ବିଶ୍ୱ ବିଦ୍ୟାଳୟର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିବା ଭିସୁଟର କୁଳପତି ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ରହିଛି ।

ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ନକ୍ସଲ ନିପାତ

ଏହି ଘଟଣା ନେଇ ଭିସୁଟର କୁଳପତି କହିଛନ୍ତି ଯେ,'' ଏପରି ଅଭିଯୋଗ ଆସିବା ପରେ ଏକ କମିଟି ତଦନ୍ତ କରୁଛି । ଏହା ରାଗିଂ ନା ଅନ୍ୟ କିଛି ତାହା କମିଟି ତଦନ୍ତ କରୁଛି । ରାଗିଂ ହୋଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ’’ ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 24, 2022, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.