ETV Bharat / state

ଭୟରେ ମୃତଦେହ ଛୁଉଁନାହାନ୍ତି ଲୋକେ, ଅନ୍ତିମ ସତ୍କାର କରୁଛି ପୋଲିସ

author img

By

Published : May 22, 2021, 10:37 AM IST

ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା 2 ଅସହାୟ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କଲା ସମ୍ବଲପୁର ପୋଲିସ । ଅଧିକ ପଢନ୍ତୁ...

ଭୟରେ ମୃତଦେହ ଛୁଉଁନହାନ୍ତି ଲୋକେ, ଅନ୍ତିମ ସତ୍କାର କରୁଛି ପୋଲିସ

ସମ୍ବଲପୁର: ମାନବିକତା ଦେଖାଇଲା ସମ୍ବଲପୁର ପୋଲିସ । ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା 2 ଅସହାୟ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କରିଛି ପୋଲିସ ।

ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ପାଖକୁ 2ଟି ମୃତଦେହ ପଡିଥିବା ନେଇ ଖବର ଆସିଥିଲା । ଖବର ପାଇ ଏସପି ସାଙ୍ଗେ ସାଙ୍ଗେ ଅନ୍ତିମ ସତ୍କାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ବିଭାଗ ପକ୍ଷରୁ ରୀତିନୀତି ଅନୁଯାୟୀ 2 ମୃତବ୍ୟକ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ପୋଲିସର । ଏହି କାର୍ଯ୍ୟକୁ ସବୁଠି ବେଶ୍ ପ୍ରଶଂସା କରାଯାଉଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.