ETV Bharat / state

ସ୍କୁଲ କୋଠରୀରୁ ମିଳିଲା ଦେଶୀ ପିସ୍ତଲ - ରେଙ୍ଗୁମୁଣ୍ଡା ସ୍କୁଲରୁ ମଳିଲା ଦେଶୀ ପିସ୍ତଲ

ସ୍କୁଲ ସଫେଇ କରୁ କରୁ ମିଳିଲା ଦେଶୀ ପିସ୍ତଲ । ସଫେଇ କରୁଥିବା ବ୍ୟକ୍ତି ତୁରନ୍ତ ଏନେଇ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସବଡିଭିଜନର ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଗାଁରେ । ଅଧିକ ପଢନ୍ତୁ

ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲ
ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲ
author img

By

Published : Mar 14, 2022, 12:05 PM IST

ସମ୍ବଲପୁର: ସ୍କୁଲ ଭିତରୁ ମିଳିଲା ଦେଶୀ ପିସ୍ତଲ । ସ୍କୁଲ ସଫେଇ କରୁଥିବା ସମୟରେ ମିଳିଲା ଦେଶୀ ପିସ୍ତଲ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସବଡିଭିଜନର ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଗାଁରେ । ସୂଚନାନୁସାରେ ଗତ ଶନିବାର ଦିନ ସ୍କୁଲକୁ ସଫେଇ କରାଯାଉଥିବା ବେଳେ ସ୍କୁଲ କୋଠରୀରେ ଏହି ପିସ୍ତଲକୁ ଦେଖି ସଫେଇ କରୁଥିବା ବ୍ୟକ୍ତି ଜଣକ ଭୟଭୀତ ହୋଇପଡିଥିଲେ । ସେ ଏନେଇ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ତୁରନ୍ତ ସୂଚନା ଦେଇଥିଲେ।

ସ୍କୁଲ କୋଠରୀ ଭିରରୁ ମିଳିଲା ଦେଶୀ ପିସ୍ତଲ

ଏହା ପରେ ଏନେଇ ସିଆରସିସି (CRCC)ଙ୍କୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ କେଉଁ ପରିସ୍ଥିତିରେ ସ୍କୁଲ ପରିସରକୁ ଏହି ପିସ୍ତଲ ଆସିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ସମ୍ବଲପୁର ଜମନକିରା ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଥିବା ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ପୋଲିସ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.