ETV Bharat / state

ଚଣ୍ଡୀଗଡ ଓ କୋଏମ୍ବାଟୁର ଦେଖିବ ଓଡିଶା ପ୍ରତିଭା

ଚଣ୍ଡୀଗଡରେ ଓଡିଶାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କରିବେ କମାଲ । କାରଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଇନୋଭେଟିଭ ଆଇଡ଼ିଆକୁ ନେଇ ହେଉଥିବା ଜାତୀୟ ସ୍ତରୀୟ ବାହା-ସାଏ ଇଭେଣ୍ଟରେ ଜଲଓ୍ବା ଦେଖାଇବ ବୁର୍ଲା ଭିସୁଟ ବାହା ଗ୍ରୁପର ଅଲ-ଟେରେନ ଭେଇକିଲ୍ ।

author img

By

Published : Aug 8, 2019, 8:00 PM IST

Updated : Aug 9, 2019, 2:58 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଚଣ୍ଡୀଗଡରେ ଓଡିଶାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କରିବେ କମାଲ । କାରଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଇନୋଭେଟିବ ଆଇଡ଼ିଆକୁ ନେଇ ହେଉଥିବା ଜାତୀୟ ସ୍ତରୀୟ ବାହା-ସାଏ ଇଭେଣ୍ଟରେ ଜଲଓ୍ବା ଦେଖାଇବ ବୁର୍ଲା ଭିସୁଟ ବାହା ଗ୍ରୁପର ଅଲ-ଟେରେନ ଭେଇକିଲ୍ । ଯାହାକୁ 25 ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀ 8 ମାସରେ ତିଆରି କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି10 ଲକ୍ଷ ଟଙ୍କା । ଏହି ଭେଇକିଲର ବିଶେଷ୍ବତ ହେଲା, ଏହା ଯେ କୌଣସି ଖାଲ ଢ଼ିପ ତଥା ମରୁଭୂମିରେ ଅନାୟାସରେ ଚାଲିପାରିବ । ଇଭେଣ୍ଟର ରୁଲ ବୁକ ଅନୁସାରେ ଏହାର ଗତିକୁ 60 କିମିରେ ସୀମିତ ରଖାଯାଇଛି । ଆଉ ଏହାର ନାମ ରଖାଯାଇଛି I-O-K-E 8th ଭର୍ସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଅନ୍ୟପଟେ ଏହି ୟୁନିଭର୍ସିଟିର ଆଉ ଗୋଟିଏ ଛାତ୍ର ଗ୍ରୁପ 'ସୁପ୍ରା' ତିଆରି କରିଛନ୍ତି Ventos-5.0 ସୁପର ରେସିଂ କାର । ଏହାକୁ ମଧ୍ୟ ନିର୍ମାଣ କରିବାରେ ସମାନ ଟଙ୍କା ସହ ସମାନ ସମୟ ଲାଗିଛି । ଏହାର ଘଣ୍ଟା ପ୍ରତି ଗତି ରହିଛି 130 କିମି । ଏହା ଆସନ୍ତା ସେପ୍ଟେମ୍ବର 28 ରୁ କୋଏମ୍ବାଟୁରରେ ହେବାକୁ ଥିବା FFS India ଇଭେଣ୍ଟରେ ପ୍ରଦର୍ଶିତ ହେବ । ପୂର୍ବରୁ ମଧ୍ୟ ଏହି 2 ଗ୍ରୁପ ଜାତୀୟ ସ୍ତରରେ ଅନେକ ସଫଳତା ପାଇ ଅନ୍ତର୍ଜାତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାକୁ ନେଇ ଖୁସି ଜାହିର କରିଛନ୍ତି ଡିନ୍ ।

ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଣରେ ବହୁ ସମସ୍ୟା ହୋଇଥିବା କହିଛନ୍ତି ଡିନ । ତେଣୁ ପାଣ୍ଠିର ଅଧିକ ବ୍ୟବସ୍ଥା ହେଲେ ଛାତ୍ରଛାତ୍ରୀ ଆହୁରି ଅନେକ ନୂଆ ଇନୋଭେସନ କରିବେ ବୋଲି କୁହନ୍ତି ସେ। ଆଗାମୀ ଦିନରେ ବିଦ୍ୟୁତ ଚାଳିତ ଭେଇକିଲ୍ ସହ ପାଣି ଉପରେ ଚାଲୁଥିବା ଭେଇକିଲ ନିର୍ମାଣ କରିବାର ଯୋଜନା ଥିବାର ଡିନ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ପଞ୍ଜାବ ର ଚଣ୍ଡୀଗଡ଼ ଓ ତାମିଲନାଡୁର କୁଏମ୍ବତୁର ରେ ହେବାକୁ ଥିବା ଇଂଜିନିୟରିଂ ଛାତ୍ରଙ୍କ ଜାତୀୟ ସ୍ତରୀୟ ଇଭେଣ୍ଟରେ ପ୍ରଦର୍ଶିତ ହେବାକୁ ଯାଉଛି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନିର୍ମିତ 2 ଟି କାର। କୁଏମ୍ବତୁର ରେ ଏକ ରେସିଂ କାର ପ୍ରଦର୍ଶିତ ହେବାକୁ ଥିବା ବେଳେ ଚଣ୍ଡୀଗଡ଼ ରେ ପ୍ରଦର୍ଶିତ ହେବ ଅଲ-ଟେରେନ କାର ଯାହା ଖାଲ ଢ଼ିପ ଯେ କୌଣସି ରାସ୍ତାରେ ଅନାୟାସରେ ଚାଲି ପାରିଥାଏ।

Body: ଚଣ୍ଡୀଗଡରେ ର ଜାତୀୟ ସ୍ଥରୀୟ ଇଂଜିନିୟରିଂ ଛାତ୍ରଛାତ୍ରୀ ନ ଇନଭେଟିବ ଆଇଡ଼ିଆ କୁ ନେଇ ହେଉଥିବା ଜାତୀୟ ସ୍ତରୀୟ BAJA-SAE ଇଭେଣ୍ଟରେ ନିଜର ଦମ ଦେଖେଇବ ବୁର୍ଲା ଭିସୁଟ ର ବାହା ଗ୍ରୁପର ଅଲ-ଟେରେନ ଭାଇକିଲ।ଏ ହେଉଛି ସେହି ଭାଇକିଲ। ଯାହାକୁ 25 ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀ 8 ମାସର ପରିଶ୍ରମରେ ତିଆରି କରିଛନ୍ତି।ଏଥିପାଇଁ ଖର୍ଚ୍ଚ ହୋଇଛି10 ଲକ୍ଷ ଟଙ୍କା। ଏହି କାର ବିଶେଷତ୍ୱ ହେଲା ଏହା ଯେ କୌଣସି ଅବଡା ଖାବଡା,ଖାଲ ଢ଼ିପ ତଥା ମରୁଭୂମିରେ ଅନାୟାସରେ ଚାଲିପରିବ। ଏହାର ଗତି ଘଣ୍ଟା ପ୍ରତି 60 କିମି ରଖାଯାଇଛି। ଇଭେଣ୍ଟ ର ରୂଲ ବୁକ ଅନୁସାରେ ଏହାର ଗତିକୁ 60 କିମିରେ ସୀମିତ ରଖାଯାଇଛି।ଆଉ ଏହାର ନାମ ରଖାଯାଇଛି I-O-K-E-8th. ଅନ୍ୟପଟେ ଏହି ୟୁନିଭରସିଟି ର ଆଉ ଗୋଟିଏ ଛାତ୍ର ଗ୍ରୁପ 'ସୁପ୍ରା' ତିଆରି କରିଛନ୍ତି Ventos-5.0 ସୁପର ରେସିଂ କାର। ଏହାକୁ ମଧ୍ୟ ନିର୍ମାଣ କରିବାରେ 10 ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ତିଆରି କରିବାକୁ 8 ମାସ ସମୟ ଲାଗିଥିଲା। ଏହା ଘଣ୍ଟା ପ୍ରତି ଗତି ରହିଛି 130 କିମି। ଏହା ଆସନ୍ତା ସେପ୍ଟେମ୍ବର 28 ରୁ କୁଏମ୍ବତୁର ରେ ହେବାକୁ ଥିବା FFS India ଇଭେଣ୍ଟ ରେ ପ୍ରଦର୍ଶିତ ହେବ। ପୂର୍ବରୁ ମଧ୍ୟ ଏହି 2 ଗ୍ରୁପ ଜାତୀୟ ସ୍ତରରେ ଅନେକ ସଫଳତା ପାଇଁ ଅନ୍ତର୍ଜାତୀୟ ସ୍ତରକୁ ଯୋଗ୍ୟତା ପାଇଛନ୍ତି।

ବାଇଟ-1- ସ୍ୱାଧୀନ ମହାନ୍ତି, ଛାତ୍ର,ବାହା ଗୁପ।
ବାଇଟ-2-ସାହିଲ ପଣ୍ଡା,ବାହା ଗ୍ରୁପ।

ଛାତ୍ରଛାତ୍ରୀ ଙ୍କ ଏହି ସଫଳତା ରେ ଡିନ ବହୁତ ଖୁସି ଅଛନ୍ତି।ତେବେ ଛାତ୍ରଛାତ୍ରୀ ନ୍କ ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଣରେ ବହୁ ସମସ୍ୟା ରହିଛି ବୋଲି ଡିନ କହିଛନ୍ତି।ତେଣୁ ପାଣ୍ଠି ର ଅଧିକ ବ୍ୟବସ୍ଥା ହେଲେ ଛାତ୍ରଛାତ୍ରୀ ଆହୁରି ଅନେକ ନୂଆ ଇନଭେସନ କରିବେ ବୋଲି କହିଛନ୍ତି।

ବାଇଟ-3-ସ୍ଥିତପ୍ରଜ୍ଞ ରଥ, ସୁପ୍ରା ଗ୍ରୁପ।
ବାଇଟ-4-ସୁଧାଂଶୁ ଶେଖର ଦାସ, ଡିନ , student welfare.Vssut.

Conclusion:ଆଗାମୀ ଦିନରେ ବିଦ୍ୟୁତ ଚଳିତ ଭାଇକିଲ ସହ ପାଣି ଉପରେ ଚାଲୁଥିବା ଭାଇକିଲ ନିର୍ମାନ କରିବାର ଯୋଜନା ଥିବାର ଡିନ କହିଛନ୍ତି।
Last Updated : Aug 9, 2019, 2:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.