ETV Bharat / state

ସମ୍ବଲପୁରରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି କାଉଣ୍ଟିଂ

ଚାଲିଛି ଭୋଟ ଗଣତି । ଗୋଟିଏ ପଟେ କଡା ସୁରକ୍ଷା ବଳୟରେ କାଉଣ୍ଟିଂ ସେଣ୍ଟର । ଅନ୍ୟପଟେ ଲାଇଭ୍‌ ଅପଡେଟ୍‌ ଖବର ଶୁଣି କ୍ଷଣ କ୍ଷଣକେ ବଢୁଛି ପ୍ରାର୍ଥୀଙ୍କ ହୃଦ୍‌ସ୍ପନ୍ଦନ । ଏପଟେ ଭୋଟ୍‌ ଗଣତି କେନ୍ଦ୍ରରୁ ସଠିକ୍‌ ଓ  ତମାମ୍‌ ଖବରର ବିବରଣୀ ଦେଉଛି ‘ଇଟିଭି ଭାରତ’ ।

author img

By

Published : May 23, 2019, 10:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଚାଲିଛି ଭୋଟ ଗଣତି । ଗୋଟିଏ ପଟେ କଡା ସୁରକ୍ଷା ବଳୟରେ କାଉଣ୍ଟିଂସେଣ୍ଟର । ଅନ୍ୟପଟେ ଲାଇଭ୍‌ ଅପଡେଟ୍‌ ଖବର ଶୁଣି କ୍ଷଣ କ୍ଷଣକେ ବଢୁଛି ପ୍ରାର୍ଥୀଙ୍କ ହୃଦ୍‌ସ୍ପନ୍ଦନ । ଏପଟେ ଭୋଟ୍‌ ଗଣତି କେନ୍ଦ୍ରରୁ ସଠିକ୍‌ ଓ ତମାମ୍‌ ଖବରର ବିବରଣୀ ଦେଉଛି ‘ଇଟିଭି ଭାରତ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର କାଉଣ୍ଟିଂ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ଖବରର ଗ୍ରାଉଣ୍ଡ ରିପୋର୍ଟ ଦେଉଛନ୍ତି ଇଟିଭି ସମ୍ବଲପୁର ସମ୍ବାଦଦାତା ।

ଏଠାରେ ସୂଚନା ଯୋଗ୍ୟ ଯେ ଦେଶର ୫୪୩ ଲୋକସଭା ଆସନ, ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.