ETV Bharat / state

ମା'-ଭଉଣୀକୁ ନିର୍ଯାତନା ଦେଉଛି ଜନ୍ମ କଲା ପୁଅ, ଏସପିଙ୍କ ଦ୍ୱାରସ୍ଥ ହେଲେ ମା' - mother complained against son

ନିଜ ମା'କୁ ପୁଅ ନିର୍ଯାତନା ଦେଉଥିବାର ଅଭିଯୋଗ । ନିଜ ଜନ୍ମ କଲା ପୁଅ ନିଜର ମା'ଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଥିବାର ସମ୍ବଲପୁର ଏସପିଙ୍କ ଠାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

mother complained against son for turture in Sambalpur
ମା'-ଭଉଣୀକୁ ନିର୍ଯ୍ୟାତନା ଦେଉଛି ଜନ୍ମ କଲା ପୁଅ, ଏସପିଙ୍କ ଦ୍ୱାରସ୍ଥ ହେଲେ ମା'
author img

By

Published : Nov 19, 2020, 6:56 PM IST

ସମ୍ବଲପୁର: ନିଜ ମା'କୁ ପୁଅ ନିର୍ଯାତନା ଦେଉଥିବାର ଅଭିଯୋଗ । ନିଜ ଜନ୍ମ କଲା ପୁଅ ନିଜର ମା'ଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଥିବାର ସମ୍ବଲପୁର ଏସପିଙ୍କ ଠାରେ ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଣ୍ଡେଇପାଲିର ସୁବାଷ ସାହାଣୀ ନାମକ ଜଣେ ଯୁବକ ନିଜର ମା' ପ୍ରେମ ମଞ୍ଜରୀ ସାହାଣୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ହତ୍ୟା ଧମକ ଦେଉଥିବାର ଅଭିଯୋଗ ହୋଇଛି ।

ମା'-ଭଉଣୀକୁ ନିର୍ଯ୍ୟାତନା ଦେଉଛି ଜନ୍ମ କଲା ପୁଅ, ଏସପିଙ୍କ ଦ୍ୱାରସ୍ଥ ହେଲେ ମା'
ଦଣ୍ଡେଇପାଲିର ପ୍ରେମ ମଞ୍ଜରୀ ସାହାଣୀ ନାମକ ଜଣେ ବରିଷ୍ଠ ମହିଳା ସମ୍ବଲପୁର ଏସପିଙ୍କ ଠାରେ ନିଜ ପୁଅ ବିରୁଦ୍ଧରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ପୁଅ ସୁବାଷ ସାହାଣୀ ସେହି ଅଞ୍ଚଳରେ ବେଆଇନ ଭାବେ ଲୋକଙ୍କ ଧର୍ମାନ୍ତରୀକରଣ କରୁଛନ୍ତି । ଏହାସହ ସେ ପରିବାରର ସବୁତକ ଜମି ଜବରଦଖଲ କରିନେଇଛନ୍ତି । ଏହାକୁ ବିରୋଧ କରିବାରୁ ପୁଅ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ସେ ନିଜ ଝିଅ ଘରେ ରହୁଥିବା ବେଳେ ତାଙ୍କର ଝିଅକୁ ମଧ୍ୟ ବିଭିନ୍ନ ପ୍ରକାରର ନିର୍ଯାତନା ଦିଆଯାଉଥିବା ସେ ସମ୍ବଲପୁର ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି ।

mother complained against son for turture in Sambalpur
ମା'-ଭଉଣୀକୁ ନିର୍ଯ୍ୟାତନା ଦେଉଛି ଜନ୍ମ କଲା ପୁଅ, ଏସପିଙ୍କ ଦ୍ୱାରସ୍ଥ ହେଲେ ମା'
ଏନେଇ କିଛି ସ୍ଥାନୀୟ ସଚେତନ ନାଗରିକ ସହ ଯାଇ ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହେବା ସହ ସହାୟତା ମାଗିଛନ୍ତି ।ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.