ETV Bharat / state

Gengutipali Loot: 15 ଲକ୍ଷ ଲୁଟି ମା’ ପୁଅ ଗିରଫ - ଗେଙ୍ଗୁଟିପାଲି ଲୁଟ ଘଟଣାରେ ମା ପୁଅ ଗିରଫ

ଗତ ଜାନୁଆରୀ 31 ତାରିଖରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା 15 ଲକ୍ଷ ଲୁଟ ଘଟଣାରେ ସମ୍ବଲପୁର ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Gengutipali Loot Incident: ଘଟଣାରେ ମା ପୁଅ ଗିରଫ

author img

By

Published : Feb 11, 2022, 9:47 PM IST

ସମ୍ବଲପୁର: ଗତ ଜାନୁଆରୀ 31 ତାରିଖରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା 15 ଲକ୍ଷ ଲୁଟ ଘଟଣାରେ ସମ୍ବଲପୁର ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ।

Gengutipali Loot Incident: ଘଟଣାରେ ମା ପୁଅ ଗିରଫ
Gengutipali Loot Incident: ଘଟଣାରେ ମା ପୁଅ ଗିରଫ

ଗିରଫ ଅଭିଯୁକ୍ତ ମାନେ ହେଲେ ରାଘବ ଦାସ ଓ ପାର୍ବତୀ ଦାସ । ସମ୍ପର୍କରେ ଏହି 2 ଜଣ ମା’ ପୁଅ ହୋଇଥିବା ବେଳେ ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ଥାନା ଅଞ୍ଚଳରେ । ସେମାନଙ୍କ ଠାରୁ 4 ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଏହି ଲୁଟ ଘଟଣାରେ ଆଉ 3 ଅଭିଯୁକ୍ତ ଥିବାର ସୂଚନା ମିଳିଛି । ସେମାନଙ୍କୁ ପୋଲିସ ଧରିବାକୁ ଉଦ୍ୟମ କରୁଛି ବୋଲି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଆଜି ଜବତ ହୋଇଥିବା ଟଙ୍କାକୁ ଲୁଟର ଶିକାର ହୋଇଥିବା ବ୍ୟକ୍ତି ରାଜେଶ ସାହୁଙ୍କୁ ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.