ETV Bharat / state

କୋଇଲା ବଗିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ସମ୍ବଲପୁର ସିଟି ଷ୍ଟେସନରେ କୋଇଲା ୱାଗନରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର
author img

By

Published : Aug 3, 2019, 6:46 PM IST

ସମ୍ବଲପୁର: କୋଇଲା ୱାଗନରେ ଲାଗିଲା ନିଆଁ । ଏଭଳି ଅଘଟଣ ଘଟିଛି ସମ୍ବଲପୁର ସିଟି ଷ୍ଟେସନରେ କୋଇଲା ୱାଗନରେ । ତେବେ ଘଟଣା ବିଷୟରେ ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ଖବର ଅନୁଯାୟୀ, ସମ୍ବଲପୁର ସିଟି ଷ୍ଟେସନରେ ଶୁକ୍ରବାର ରାତିରୁ ଏକ ଟ୍ରେନ ଅଟକିଥିଲା । ହେଲେ ଆଜି ଦିନ ପ୍ରାୟ ସାଢ଼େ 12 ଟା ସମୟରେ ଏକ ୱାଗନରେ ନିଆଁ ଲାଗିଥିବାର କିଛି ଶ୍ରମିକ ଦେଖିଥିଲେ । ପ୍ରଥମେ ସେମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଏହାପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ । ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ସିଟି ଷ୍ଟେସନରେ କୋଇଲା ୱାଗନ ଲାଗିଲା ନିଆଁ।ଅଗ୍ନିଶମ ବିଭାଗ କଲା ଆୟତ। ବିଶେଷ କ୍ଷୟ କ୍ଷତି ହୋଇନି ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।Body: କୋଇଲା ୱାଗନ ଲାଗିଲା ନିଆଁ।ସମ୍ବଲପୁର ସିଟି ଷ୍ଟେସନରେ ଅଟକି ଥିବା ଏକ କୋଇଲା ଵୋଝେଇ ମାଲଗାଡି ର ଏକ ୱାଗନ ନିଆଁ ଲାଗିଲା ନିଆଁ। ଟ୍ରେନଟି ଗତ ରାତିରୁ ଏଠାରେ ଅଟକିଥିବା ବେଳେ ଆଜି ଦିନ ପ୍ରାୟ ସାଢ଼େ 12 ଟା ସମୟରେ ଏକ ୱାଗନ ନିଆଁ ଲାଗିଥିବାର କିଛି ଶ୍ରମିକ ଦେଖିଥିଲେ । ପ୍ରଥମେ ସେମାନେ ନିଆଁ କୁ ଳିଭେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହେବାରୁ ଅଗ୍ନିଶମ ବିଭାଗ କୁ ଖାବର ଦିଆଯାଇଥିଲା।ଏହାପରେ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭାଇବା କାର୍ଯ୍ୟ ରେ ଲାଗିଛନ୍ତି।

ବାଇଟ-1- ଯଶୋବନ୍ତ ସାମଲ, ରେଳବାଇ ଅଧିକାରୀ।Conclusion:ଏହି ଅଗ୍ନିକାଣ୍ଡ ରେ ବିଶେଷ କ୍ଷତି ହୋଇନଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.