ETV Bharat / state

ଅନ୍ତଃଜିଲ୍ଲା ମହୁଲ ଫୁଲ ଚୋରା ଚାଲାଣ ରାକେଟ ଠାବ, ୭ ଗିରଫ - କିସୀଣ୍ଡା ପୋଲିସ ଦ୍ୱାରା ଅନ୍ତଃଜିଲ୍ଲା ମହୁଲ ଫୁଲ ଚୋରା ଚାଲାଣ ରେକେଟ ଠାବ

ସମ୍ବଲପୁର ଜିଲ୍ଲାର କିସିଣ୍ଡା ପୋଲିସ ଦ୍ୱାରା ଅନ୍ତଃଜିଲ୍ଲା ମହୁଲ ଚୋରା ଚାଳାଣ ରାକେଟ ଠାବ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ସାହୁଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କିସିଣ୍ଡା ଥାନା ପୋଲିସ । ଅଧିକ ପଢନ୍ତୁ

କିସୀଣ୍ଡା ପୋଲିସ ଦ୍ୱାରା ଅନ୍ତଃଜିଲ୍ଲା ମହୁଲ ଫୁଲ ଚୋରା ଚାଲାଣ ରେକେଟ ଠାବ, ୭ ଗିରଫ

author img

By

Published : Apr 30, 2022, 10:46 PM IST

ସମ୍ବଲପୁର: ଜିଲ୍ଲାର କିସିଣ୍ଡା ପୋଲିସ ଦ୍ୱାରା ଅନ୍ତଃଜିଲ୍ଲା ମହୁଲ ଚୋରା ଚାଳାଣ ରାକେଟ ଠାବ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ସାହୁଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କିସିଣ୍ଡା ଥାନା ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୧ ଟନ୍ (୧୧୦ କ୍ୱିଣ୍ଟାଲ) ମହୁଲ ଜବତ କରିଛି । ଏହିସବୁ ମହୁଲ ବିନା ଲାଇସେନ୍ସ ବା ବିନା କାଗଜପତ୍ରରେ ଅଭିଯୁକ୍ତ ମାନେ ଅନ୍ୟ ଜିଲ୍ଲାକୁ ଚୋରାଚାଳାଣ କରୁଥିଲେ ।

କିସୀଣ୍ଡା ପୋଲିସ ଦ୍ୱାରା ଅନ୍ତଃଜିଲ୍ଲା ମହୁଲ ଫୁଲ ଚୋରା ଚାଲାଣ ରେକେଟ ଠାବ, ୭ ଗିରଫ

ତେବେ ଚୋରା ଚାଳାଣ ସମୟରେ କିସିଣ୍ଡା ପୋଲିସ ବିଶିଷ୍ଟ ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା ଚାଳାଣରେ ବ୍ୟବହୃତ ଟ୍ରକୁ ମଧ୍ୟ ଜବତ କରିଛି । ଏହି ଘଟଣାରେ ପୋଲିସ ୭ ଜଣକୁ ଗିରଫ କରିଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ତଦନ୍ତ କରୁଛି ପୋଲିସ । ଚୋରା ଚାଲାଣ ହେଉଥିବା ଟ୍ରକକୁ ଆହୁରି ସଠିକ ଓଜନ ପାଇଁ ରେଡାଖୋଲ ପଠାଯାଇଥିବା ବେଳେ ଏବାଦରେ ସେଲଟେସ୍କ ଓ ଅବକାରୀ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.