ETV Bharat / state

ଶେଷ ଦିନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ - ଶେଷ ଦିନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଶେଷ ଦିନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଚାଲିଥିବା ଓକିଲ ଆନ୍ଦୋଳନ । ସୋମବାର ଓକିଲ ସଂଙ୍ଘ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା । ଅଧିକ ପଢନ୍ତୁ...

ଶେଷ ଦିନେର ହାଇକୋର୍ଟବେଞ୍ଚ ଆନ୍ଦୋଳନ
author img

By

Published : Sep 30, 2019, 8:40 PM IST

ବ୍ରହ୍ମପୁର: ଆଜି (ସୋମବାର) ଥିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନର ଶେଷ ତଥା ତୃତୀୟ ଦିନ । ଯାହାକୁ ନେଇ ସୋମବାର ମଧ୍ୟ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍, କୋର୍ଟ କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ବନ୍ଦ ରହିଥିଲା ।

ଶେଷ ଦିନେର ହାଇକୋର୍ଟବେଞ୍ଚ ଆନ୍ଦୋଳନ

ଏହାସହ ସମ୍ବଲପୁରର ସମସ୍ତ ପ୍ରମୁଖ ଅଫିସ୍ ସମ୍ମୁଖରେ ଓକିଲ ସଂଘର ସଦସ୍ୟ ପିକେଟିଂ କରିଥିଲେ । ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ଓ ବିଭିନ୍ନ ସଙ୍ଗଠନ ସଦସ୍ୟ ପିକେଟିଂ କରିଥିଲେ । ଫଳରେ ଡିଆରଏମ ଅଫିସର 100ରୁ ଊର୍ଦ୍ଦ୍ବ କର୍ମଚାରୀ ଅଫିସ ବାହାରେ ରହି ଯାଇଥିଲେ । ଯେଉଁ କାରଣରୁ ରେଳବାଇର କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

ତେବେ ଏହାକୁ ନେଇ ରାଜ୍ୟ ସରକାର ଗମ୍ଭୀର ନହେଲେ ଆଗକୁ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ରେ ଚାଲିଥିବା ଓକିଲ ଆନ୍ଦୋଳନ ର ଆଜି ଥିଲା ଚଳିତ ମାସର ଶେଷ ତଥା ତୃତୀୟ ଦିନ।ଏଥିପାଇଁ ଆଜି ମଧ୍ୟ ସମ୍ବଲପୁର ର ସମସ୍ତ ସରକାରୀ ଅଫିସ,କୋର୍ଟ କଚେରୀ, ବ୍ୟାଙ୍କ,ଅର୍ଥ ଲଗାନକାରୀ ସଂସ୍ଥା ବନ୍ଦ ରହିଥିଲେ।

Body:ଆଜି ମଧ୍ୟ ସମ୍ବଲପୁର ର ସମସ୍ତ ଅଫିସ ,କୋର୍ଟକଚେରୀ,ବ୍ୟାଙ୍କ, ଅର୍ଥ ଲଗାଣ କାରୀ ସଂସ୍ଥା ବନ୍ଦ ରହିଥିଲା। ସମ୍ବଲପୁର ର ସମସ୍ତ ପ୍ରମୁଖ ଅଫିସ ସମ୍ମୁଖରେ ଓକିଲ ସଂଘର ସଦସ୍ୟ ମାନେ ପିକେଟିଂ କରିଥିଲେ।ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଡି ଆର ଏମ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ର ସଭାପତି ଓ ବିଭିନ୍ନ ସଂଗଠନ ସଦସ୍ୟ ମାନେ ପିକେଟିଂ କରିଥିଲେ।ଫଳରେ ଡିଆରଏମ ଅଫିସ ର 100ରୁ ଉର୍ଢ଼ କର୍ମଚାରୀ ଅଫିସ ବାହାରେ ରହି ଯାଇଥିଲେ।ଫଳରେ ରେଳବାଇ ର କାର୍ଯ୍ୟ ପ୍ରଭାବିତ ହୋଇଥିଲା।

Conclusion:ଆଗକୁ ରାଜ୍ୟ ସରକାର ଏହି ବିଷୟ ନେଇ ଗମ୍ଭୀର ନହେଲେ ଆଗକୁ ଆନ୍ଦୋଳନ ଭିନ୍ନ ରୂପ ନେଇ ପାରେ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ର ସଭାପତି କହିଛନ୍ତି।

ବାଇଟ-1-ବିଜିତେନ୍ଦ୍ରିୟ ପ୍ରଧାନ, ସଭାପତି, ସମ୍ବଲପୁର ଜିଲ୍ଲା ଓକିଲ ସଂଘ।
ବାଇଟ-2-ଆନ୍ଦୋଳନକାରୀ ବ୍ୟବସାୟୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.